Browsing Tag

covid-19 in india

ଦେଶରେ ଦିନକରେ ୨୫ ହଜାର ୭୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଗତ ୧୬୦ ଦିନ ମଧ୍ୟରେ ଦେଶରେ ସର୍ବନିମ୍ନ ଦୈନିକ ସଂକ୍ରମଣ ରେକର୍ଡ ହୋଇଛି । ଦେଶରେ ୨୪ ଘଣ୍ଟାରେ ୨୫ ହଜାର ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୪୯ ହଜାର ୩୦୬କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଦିନକରେ  …

ଦେଶରେ ଦିନକରେ ୪୧ ହଜାର ୩୮୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତେବେ  ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୩୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦ କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୯,୩୯୪…

କୋଭିଡ ଦ୍ୱିତୀୟ ଲହରରେ ୬୪୬ ଡାକ୍ତରଙ୍କ ଜୀବନ ଗଲାଣି

 ନୂଆଦିଲ୍ଲୀ: ବିପଦରେ କରୋନା ଯୋଦ୍ଧା। ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତରଙ୍କର କରୋନାରେ ସଂକମ୍ରିତ ହୋଇ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ଆଇଏମଏ କହିଛି ଯେ ,ଏହା କେବଳ ସଦସ୍ୟଭୁକ୍ତ ଡାକ୍ତରଙ୍କ…

ମେ ୧୫ ଯାଏ ସବୁ କୀର୍ତ୍ତିରାଜି ଓ ମ୍ୟୁଜିୟମ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢିଚାଲିଛି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କୀର୍ତ୍ତିରାଜି ଓ ସଂଗ୍ରାହାଳୟକୁ ବନ୍ଦ ଘୋଷଣା କରାଯାଇଛି। ମେ ୧୫ ଯାଏ ଏହି କୀର୍ତ୍ତିରାଜି ଓ ମ୍ୟୁଜିୟମକୁ ସର୍ବସାଧାରଣଙ୍କ ପରିଭ୍ରମଣ ପାଇଁ ବନ୍ଦ…
ବ୍ରେକିଂ