Browsing Tag

COVID-19 pandemic

ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ ପୁନଃ ଚଳାଚଳ

ଭୁବନେଶ୍ୱର: କୋଭିଡ୧୯ ମହାମାରୀ ଯୋଗୁ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି  । ଶନିବାର ଓ ରବିବାର ଦିନମାନଙ୍କରେ  ବାତିଲ୍ ହେଉଥିବା ଟ୍ରେନ (4TH, 5TH, 11TH & 12TH…

ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

କୋଲକାତା: ଦେଶରେ ଧିରେ ଧିରେ କମିବାରେ ଲାଗିଛି ମହାମାରୀ କରୋନା । ତଥାପି ପାଦେ ପାଦେ ବିପଦ ରହିଛି । କରୋନାର ଦ୍ୱିତୀୟ ଲହରୀ ପରେ ତୃତୀୟ ଲହରି ଆସିବାର ସମ୍ଭାବନା ରହିଛି । ତେଣୁ ଏହାକୁ ପ୍ରତିହତ କରିବାକୁ ହେଲେ ଆହୁରି ଅଧିକ ସତର୍କ ରହିବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ…

ଭାରତରୁ ବିମାନ ଉଡାଣ ଉପରେ କାନାଡା ଆଉ ମାସେ ପ୍ରତିବନ୍ଧକ ଲଗାଇଲା

ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହର ଓ ଭାଇରସର ଡେଲ୍ଟା ଭାରିଆଣ୍ଟ ମାମଲା ବଢ଼ୁଥିବା ଦେଖି କାନାଡା ସରକାର ପୁଣି ଏଭଳି ନିଷ୍ପତ୍ତି ନେଇଛି । ଏହି ଉଡାଣ ସେବାକୁ ଆସନ୍ତା…

ବାହୁଡା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ ହେଲା

ପୁରୀ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ବଳବତ୍ତ ରହିବ ।   ଏହି ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ କଟକଣା ଜାରି କରାଯାଇଛି । ଶ୍ରୀଜୀଉଙ୍କୁ ବାହୁଡ଼ାଇ…

ଅଲିମ୍ପିକ ଭିଲେଜରେ ୨ ଆଥଲେଟ୍ କରୋନା ପଜିଟିଭ୍

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ କରୋନାର ପ୍ରଭାବ କ୍ରମାଗତ ବୃଦ୍ଧି ପାଉଛି । ଅଲିମ୍ପିକ ଭିଲେଜରେ ୨ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଆୟୋଜକ ସୂଚନା ଦେଇଛନ୍ତି । ଗତକାଲି ଅଲିମ୍ପିକ ଭିଲେଜରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।…

ଗଜପତି ମହାରାଜା ଏଥର ସ୍ନାନଯାତ୍ରାରେ ଛେରାପହଁରା କରିବେନି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ହେଲେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେଣୁ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଏଥର ସ୍ନାନ…

ଜୁଲାଇ ୨୫ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: କରୋନା ମହାମାରୀ ଯୋଗୁଁ ଗତବର୍ଷ ଭଳି ଚଳିତ ଥର ମଧ୍ୟ ବିନାଭକ୍ତରେ ଶ୍ରୀଜିଉଙ୍କର ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହାପ୍ରଭୁ ୧୦୮ ଗରା ପାଣିରେ ଗୋଧୋଇବେ । କିନ୍ତୁ ମହାବାହୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇପାରିବେନି ସାଧାରଣ ଭକ୍ତ । ଆଜି ଶ୍ରୀମନ୍ଦିର…

ଦୁଇ ମାସରେ ଅମାନିଆଙ୍କ ଠାରୁ ସାଢ଼େ ୧୪ କୋଟି ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉମ ଜାରି ରହିଛି । ତେବେ ଏହି ଲକଡାଉନକୁ କିଛି ଲୋକେ ଅବମାନନା କରୁଥିବା ଦେଖିବାକୁ ମିଳିଛି । ତେବେ ଅମାନିଆଙ୍କଠାରୁ ଗତ ୨ ମାସ ମଧ୍ୟରେ ସାଢ଼େ ୧୪ କୋଟି ଜୋରିମାନା ଆଦାୟ କରାଯାଇଛି  । ଏନେଇ…

କରୋନାରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ସହାୟତା ଘୋଷଣା

ଭୁବନେଶ୍ୱର: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଏଥିସହ କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ୧୫ ଦିନ ମଧ୍ୟରେ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଦ୍ୱାଦଶ ବୋର୍ଡ ଓ ପ୍ରବେଶିକା ପରୀକ୍ଷାକୁ ନେଇ ଆସନ୍ତାକାଲି ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ଭୟଭୀତ କଲାଣି କରୋନା ମହାମାରୀ । ସଂକ୍ରମଣ ଯୋଗୁଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ହୋଇପାରିନାହିଁ । ତେଣୁ ପରୀକ୍ଷା କେବେ ହେବ ସେ ନେଇ ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଉଚ୍ଚ ସ୍ତରୀୟ ବୈଠକ କରିବେ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…
ବ୍ରେକିଂ