Browsing Tag

covid-19 vaccine

ଏଣିକି ରାଜ୍ୟରେ ଦୈନିକ ସାଢ଼େ ୩ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଛି । ତେଣୁ ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଡୋଜ୍ ଟିକା ପ୍ରଦାନ କରିବାକୁ ଆଜି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ…

ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ଏସିଏସଙ୍କ ନିର୍ଦ୍ଦେଶ

ଭୁବେନଶ୍ଵର: ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଠାବ ହୋଇଛି। କୋଭିଶିଲ୍ଡ ଟିକାର ଅବକଳ ନକଲି ଟିକା ବଜାରରେ ଉପଲବ୍ଧ ହେଉଛି ଯାହାର ଅନେକ ବେଆଇନ୍ କାରବାର ମଧ୍ୟ ନିକଟରେ ବୃଦ୍ଧି ପାଇଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ଦେଶ ମାନଙ୍କୁ ସତର୍କ କରାଇଛି । ଏହି…

ଏଣିକି କୋଭିଡ୍ ଟିକା ପାଇଁ ହ୍ୱାଟସଆପରେ ସ୍ଲଟ ବୁକିଂ କରିପାରିବେ

ନୂଆଦିଲ୍ଲୀ: ଏଣିକି ହ୍ୱାଟସଆପରେ କୋଭିଡ୍ ଟିକା ପାଇଁ ସ୍ଲଟ ବୁକିଂ କରିପାରିବେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ କେମିତି ସ୍ଲଟ୍ ବୁକିଂ କରିହେବ । Now you can book your vaccination…

୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଭାକ୍ସିନ ସ୍ପୁଟନିକ୍ ଲାଇଟ୍ ବ୍ୟବହାର ପାଇଁ ଋଷର ମଞ୍ଜୁର

ନୂଆଦିଲ୍ଲୀ : ଏଣିକି ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ସିଙ୍ଗଲ ଡୋଜ ଭାକ୍ସିନ ସ୍ପୁଟନିକ୍ ଲାଇଟ୍ ଟିକା ଦିଆଯାଇପାରିବ । ଏହାକୁ ମଞ୍ଜୁର ଦେଇଛି ଋଷ । କୋଭିଡରୁ ଆରୋଗ୍ୟ କରିବା କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହି ଟିକା ଜରିଆରେ କରୋନାକୁ ଦୂର କରାଯାଇପାରିବ ବୋଲି ଋଷ ସ୍ବାସ୍ଥ୍ୟମନ୍ତ୍ରୀ…

ଜରୁରିକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା କରୋନା ଟିକାକୁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ତେଣୁ ଜରୁରିକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା କରୋନା ଟିକାକୁ ଅନୁମତି ମିଳିଛି ।  ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ…

ଓଡ଼ିଶାରେ ପ୍ରଥମ ଡୋଜ ଭ୍ୟାକ୍ସିନେସନ କୋଟିଏ ଟପିଲା

ଭୁବନେଶ୍ୱର: କୋଟିଏ ପାର ହେଲା ସିଙ୍ଗଲ୍ ଡୋଜ୍ । ଓଡ଼ିଶାରେ ପ୍ରଥମ ଡୋଜ କୋଭିଟା ଟିକା ୧ କୋଟି ଲୋକେ ନେଇସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । Odisha has just crossed a historic milestone of vaccinating ONE…

ଟିକା ଆବଣ୍ଟନ ଅନୁପାତରେ ସଂଶୋଧନ ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି

ଭୁବନେଶ୍ଵର:  ଘରୋଇ ହସ୍ପିଟାଲରେ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ ମହାପାତ୍ର କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ସରକାରୀ-ଘରୋଇ ଟିକାକରଣ ଆବଣ୍ଟନ ଅନୁପାତ ୭୫:୨୫…

ଟିକା ନେବାପରେ ମଣିଷ ଶରୀରରେ ମାଗନେଟ୍ ପାୱାର

ଫୁଲବାଣୀ: କରୋନାର ଦ୍ୱିତୀୟ ଡୋଜ ଟିକା ନେବାପରେ ଶରୀରରେ ସୃଷ୍ଟି ହୋଇଛି ଚୁମ୍ବକୀୟ ଶକ୍ତି । ଦେହରେ ଚୁମ୍ବକ ପରି ଲାଗିଯାଉଛି ସବୁ ଲୁହା , ଷ୍ଟିଲ ସମଗ୍ରୀ । ଚାମୁଚ, ପିଥାପାତିଆ ଆଦି ସାମଗ୍ରୀ ଖାଲି ଦେହ ପାଖକୁ ନେଲେ ଲାଗିଯାଉଛି । ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି…

ଏଥର ବି କେବଳ ସାଉଦି ଆରବବାସୀଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି

ଦୁବାଇ: କରୋନା ପାଇଁ ହଜ୍‌ ଯାତ୍ରା ଗାଇଡ୍‌ଲାଇନ୍ ଜାରୀ କରିଛି ସାଉଦି ଆରବ। ଚଳିତ ଥର ବିଦେଶ ହଜ୍‌ ଯାତ୍ରୀଙ୍କୁ ମନା ହୋଇଥିବା ବେଳେ ମାତ୍ର ୬୦ ହଜାର ଶ୍ରଦ୍ଧାଳୁଙ୍କୁ ପବିତ୍ର ହଜ୍ ପାଇଁ ଅନୁମତି ମିଳିଛି। ସମସ୍ତ ଶ୍ରଦ୍ଧାଳୁ ସଉଦି ଆରବ ନାଗରିକ ହୋଇଥିବା ଦରକାର ଓ ସମସ୍ତଙ୍କ ପାଖରେ…

୧୨-୧୫ ବର୍ଷର ପିଲାଙ୍କୁ ଫାଇଜର ଟିକା ଦିଆଯିବ

ଲଣ୍ଡନ: କରୋନା ମହାମାରୀ ଧିରେ ଧିରେ ହ୍ରାସ ପାଉଛି । ହେଲେ ସାରା ଦେଶ ପିଲାଙ୍କ ଉପରେ ନୂଆ କରୋନା ଷ୍ଟ୍ରେନର ପ୍ରଭାବକୁ ନେଇ ଚିନ୍ତାରେ ଅଛି। ଏହାକୁ ଦୃଷ୍ଟିରେ ରଖି ୧୨ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ କରୋନା ଟିକା ଦିଆଯିବା ପାଇଁ ଚେଷ୍ଟା ଚାଲିଛି । ତେବେ ଫାଇଜର-ବାୟୋନଟେକ…
ବ୍ରେକିଂ