Browsing Tag

covid 19

ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ

ନୂଆଦିଲ୍ଲୀ : ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ ।  ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା ।  ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ । ପୂର୍ବରୁ କୋଭିସିଲ୍ଡକୁ ଗ୍ରହଣ…

ଟିକା ନେଇ ନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ

ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ ବୁଲୁଛନ୍ତି । ଏହାରି ମଧ୍ୟରେ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା…

ଆଜି ଓଡିଶାରୁ ୭୦୬ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୩, କଟକରୁ ୧୧୧, ବାଲେଶ୍ଵରରୁ ୪୨, ପୁରୀରୁ ୩୨, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୭,…

୫ ଛାତ୍ରଛାତ୍ରୀଙ୍କ ସମେତ ୬ ପଜିଟିଭ ଚିହ୍ନଟ, ୭ ଦିନ ପାଇଁ ବିଦ୍ୟାଳୟ ବନ୍ଦ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ୍ ଚିହ୍ନଟ । କରୋନା ଚିହ୍ନଟ ପରେ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଏପରିକି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଓ…

ସନ୍ଦେହରେ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ମ୍ୟାଚ୍; ଭାରତର ଆଉ ଜଣେ କର୍ମୀ କରୋନା ଆକ୍ରାନ୍ତ

ଲଣ୍ଡନ:  ଆସନ୍ତାକାଲି ମାଞ୍ଚେଷ୍ଟରରେ ଖେଳାଯିବ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ । ତେବେ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ଆଉ ଜଣେ କର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ । ଯାହାଫଳରେ ମାଞ୍ଚେଷ୍ଟରରେ ପଞ୍ଚମ ମ୍ୟାଚ୍ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଜଣଙ୍କର କୋଭିଡ୍ ରିପୋର୍ଟ…

୨ଟି ସ୍କୁଲର ୩୪ ପିଲା କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର:  ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ଇନକ୍ୱାରୀ ଜାରି ରହିବା ସହ ଢେଙ୍କାନାଳ ସିଡିଏମ୍ଓଙ୍କ ସହ ଯୋଗାଯୋଗରେଥିବା ମନ୍ତ୍ରୀ କହିଛନ୍ତି । ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ…

ଭାରତର ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କର RT-PCR ଟେଷ୍ଟ ରିପୋର୍ଟ ପଜିଟିଭ

ଲଣ୍ଡନ: ଭାରତର ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କର ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ଆସିଲା । ତେବେ ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କ ମଧ୍ୟ ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଛି । ତିନି ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ…

ଭାରତୀୟ ଯାତ୍ରୀଙ୍କ ପାଇଁ ତୁର୍କୀ ସରକାର ନୂଆ ଗାଇଡଲାଇନ୍ ଜାରି କଲେ

ନୂଆଦିଲ୍ଲୀ:  ଦେଶରେ କରୋନା ମହାମାରୀର ଦ୍ୱିତୀୟ ଳହର ଧିରେ ଧିରେ ହ୍ରାସ ପାଉଥିଲା ବେଳେ କିଛି ରାଜ୍ୟରେ ତୃତୀୟ ଲହର ଭଳି ପରିସ୍ଥିତି ଉପୁଜିଲାଣି । ଯାହାକୁ ନେଇ ଭାରତରୁ ମଧ୍ୟ ଅନ୍ୟ ଦେଶକୁ ସଂକ୍ରମଣ ବ୍ୟାପିବାର ଭୟ ରହିଛି । ତେଣୁ ଭାରତର ସଂକ୍ରମଣ ହାରକୁ ଦେଖି ବିଭିନ୍ନ ଦେଶ ନିଜ ନିଜ…

ଦେଶରେ ୨୪ ଘଣ୍ଟାରେ ୪୨,୬୧୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ଗତ ତିନି ଦିନ ଧରି ଦୈନିକ କରୋନା ମାମଲା ପୁଣି ୪୦ ହଜାର ଅତିକ୍ରମ କରିଛି। ସେପ୍ଟେମ୍ବର ୧ ରୁ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ  ୨୪  ଘଣ୍ଟା ମଧ୍ୟରେ ୪୨ ହଜାରରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩୦ଜଣଙ୍କର…

ନକଲି ଟିକା ମାମଲା: କୋଲକାତାର ୧୦ ଟି ସ୍ଥାନରେ ଇଡିର ଚଢାଉ

କୋଲକାତା : ନକଲି ଟିକା ସ୍କାମ ମାମଲାରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ ଟି ସ୍ଥାନରେ ଚଢାଉ କରିଛି। କୋଲକାତାର ବିଭିନ୍ନ ସ୍ଥାନରେ ଅଧିକାରୀମାନେ ଏହି ଚଢାଉ କରିଥିଲେ। ଅଧିକାରୀମାନେ ମଧ୍ୟ ଏହି ଚଢାଉକୁ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ…
ବ୍ରେକିଂ