Browsing Tag

covid19

ରାଜ୍ୟରୁ ଦିନକରେ ୪,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର :  ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ୪ ହଜାର ଟପି ୫ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ଯରେ ରାଜ୍ୟରେ  ୪,୭୬୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ୨୭୮୫ ଜଣ ସଂଗରୋଧରେ ରହିଥିବା ବେଳେ  ୧୯୭୬  ଜଣ  ସ୍ଥାନୀୟ ସଂକ୍ରମିତ ରହିଛନ୍ତି।…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜର କୋଭିଡ୍ ଟେଷ୍ଟ କରିବା ପାଇଁ ସେ ଅପିଲ କରିଛନ୍ତି ।…

ଭାରତରୁ ହଂକଂକୁ ବିମାନସେବା ବାତିଲ

ନୂଆଦିଲ୍ଲୀ: ଭାରତରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ସାଙ୍ଘାତିକ ସାବ୍ଯସ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ହଂକଂ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତକୁ ସଂଯୋଗ କରୁଥିବା ବିମାନ ସେବା ଗୁଡ଼ିକ ଆସନ୍ତକାଲିଠାରୁ ମେ' 3 ତାରିଖ ଯାଏ ବାତିଲ କରାଯାଇଥିବା ଆଜି ହଂକଂ ପକ୍ଷରୁ ଘୋଷଣା କରାଯାଇଛି।…

କରୋନାରେ ଜେଡିୟୁ ବିଧାୟକଙ୍କ ଦେହାନ୍ତ

ପାଟନା: ବିହାରର କ୍ଷମତାସୀନ ଜେଡିୟୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମେୱାଲାଲ ଚୌଧୁରୀ କରୋନାରେ ପ୍ରାଣ ହରାଇଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ସେ ପାଟନାର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ସମୟରେ ସେ ସେହି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ରାଜ୍ଯରେ ଦିନକରେ ୪,୪୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର : ଚଳିତବର୍ଷ ପ୍ରଥମ ଥର ଲାଗି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ଯରେ ରାଜ୍ୟରେ ୪,୪୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ୨୫୭୪ ଜଣ ସଂଗରୋଧରେ ରହିଥିବା ବେଳେ ୧୮୭୧ ଜଣ  ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ…

ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ବାତିଲ୍ କଲେ

ନୂଆଦିଲ୍ଲୀ: କରୋନାର ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ତାଙ୍କର ସମସ୍ତ ରାଲିକୁ ବାତିଲ କରିଛନ୍ତି। ଏଥି ସହିତ ବାକି ନେତାମାନଙ୍କୁ ମଧ୍ୟ ବୃହତ ଜନ ସମାବେଶର ଫଳାଫଳ ଉପରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟ୍…

ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରୀଙ୍କୁ ଗ୍ରାସ କରୁଛି କୋଭିଡ ପଜିଟିଭ୍ । ତେବେ କରୋନା ସଂକଟ ସମୟରେ ଅସହାୟଙ୍କ ନିକଟରେ ଭଗବାନ ହୋଇ ଛିଡ଼ା ହେଉଥିବା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି…

ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା । ଆସନ୍ତା ୧୭ ତାରିଖ ସକାଳ ୬ଟା ଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ବଲବତ୍ତ ରହିବ। ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।…

ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିର ଆହ୍ୱାନ

ଭୁବନେଶ୍ୱର : କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜ୍ୟର ୨୦ ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିଥିବା ବେଳେ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା…

ରଣଦୀପ ସୁରଜେୱାଲା-ଦିଗବିଜୟ ସିଂ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବାପରେ ସେ ତାଙ୍କ ଦିଲ୍ଲୀ ବାସଭବନରେ ସଂଗରୋଧରେ ରହିଛନ୍ତି। ସେ କହିଛନ୍ତି, ମୋର କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଏବେ ମୋର…
ବ୍ରେକିଂ