Browsing Tag

Cricket News

କେକେଆରର ଦୁଇ ଖେଳାଳି କରୋନା ସଂକ୍ରମିତ, ଆଜିର ମ୍ୟାଚ୍‌ ସ୍ଥଗିତ

ନୂଆଦିଲ୍ଲୀ :  ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଛି । କେକେଆର ଟିମର ଦୁଇ ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।…

ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ

ଅହମ୍ମଦାବାଦ: ଚଳିତ ଆଇପିଏଲ୍‌ର ୨୬ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ । ପଞ୍ଜାବ କିଙ୍ଗ୍‌ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିବ । ପଞ୍ଜାବ…

୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ

ନୂଆଦିଲ୍ଲୀ: କ୍ୱିଣ୍ଟନ୍ ଡି'କକ୍ ଓ କୃନାଲ୍ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଫଳରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚ୍ ଲଗାତର ହାରିବା ପରେ ଚଳିତ ଆଇପିଏଲରେ ବିଜୟ ଟ୍ରାକକୁ ଫେରିଛି ।…

କୋଲକାତା ନାଇଟ୍ ରାଇଡର୍ସ ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ଆଇପିଏଲର ୨୧ତମ ମ୍ୟାଚରେ ଦମଦାର ବୋଲିଂ କରିଛି କୋଲକାତା ନାଇଟ୍‌ ରାଇଡର୍ସ। କେକେଆର ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗସ ବଡ ସ୍କୋର କରିବାରେ ସକ୍ଷମ ହୋଇପାରିନଥିଲା । କେକେଆର ବୋଲରଙ୍କ ଶାଣିତ ବୋଲିଂ ଆଗରେ…

ପ୍ରଥମେ ଟସ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୨୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯାଉଛି ।  ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ…

ଆଇପିଏଲ ୨୦୨୧: ପ୍ରଥମେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଚାଲିଛି ଆଇପିଏଲ୍‌ର ୧୮ତମ ଲିଗ୍‌ ମୁକାବିଲା । କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚାଲିଛି ଟକ୍କର। ପ୍ରଥମେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି । ରିପୋର୍ଟ ଲେଖିଲା ବେଳକୁ ପ୍ରଥମେ ବ୍ୟାଟିଂ କରୁଥିବା  …

ପଂଜାବକୁ ୯ ଓ୍ବିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୧୪ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୯ ଓ୍ବିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ନିଜର ପ୍ରଥମ ବିଜୟ ହାସଲ କରିଛି । ପଂଜାବ ଦେଇଥିବା ୧୨୧ ରନର ବିଜୟ…

ପଂଜାବ କିଙ୍ଗସ ୧୨୦ ରନରେ ଅଲଆଉଟ, ହାଇଦ୍ରାବାଦ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୧୪ତମ ମ୍ୟାଚରେ ପଂଜାବ କିଙ୍ଗସ  ୧୨୦ ରନରେ ଅଲଆଉଟ ହୋଇଯାଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦକୁ ୧୨୧ ରନର ବିଜୟ ଲକ୍ଷ୍ୟ ରଖିଛି ପଂଜାବ କିଙ୍ଗସ ପଂଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ଟସ୍ ଜିତି ପଞ୍ଜାବ କିଙ୍ଗସର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ : ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି ଚଳିତ ଆଇପିଏଲର ୧୪ତମ ମ୍ୟାଚ । ଅପରାହ୍‌ଣ ୩.୩୦ରେ ଆରମ୍ଭ ହୋଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମୁକାବିଲାରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପଞ୍ଜାବ ପକ୍ଷରୁ ମୟଙ୍କ…

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୭ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମ.ଏ.ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୧୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୭ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ମୁମ୍ବାଇ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ବ୍ରେକିଂ