Browsing Tag

Cricket News

ଟି-୨୦ ବିଶ୍ୱକପ୍ : ଦକ୍ଷିଣ ଆଫ୍ରିକାକୁ ୧୪୪ ରନର ଟାର୍ଗେଟ ଦେଲା ଓ୍ବେଷ୍ଟଇଣ୍ଡିଜ୍

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ୱକପ ଗ୍ରୁପ-୧ର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ କରିଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ୧୪୪ ରନର ବିଜୟ ଲକ୍ଷ୍ୟ ଦେଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ…

ସ୍କଟଲାଣ୍ଡକୁ ୧୩୦ ରନରେ ହରାଇ ଆଫଗାନିସ୍ତାନର ବଡ଼ ବିଜୟ

ସାରଜା : ଆଫଗାନିସ୍ତାନର ବୃହତ ବିଜୟ । ସାରଜାଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ବିର ମ୍ୟାଚରେ ଆଫଗାନିସ୍ତାନ ସ୍କଟଲାଣ୍ଡକୁ ୧୩୦ ରନର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଛି  । ଆଫଗାନିସ୍ତାନ ଦ୍ବାରା ଧାର୍ଯ୍ୟ ୧୯୧ ରନ ଲକ୍ଷ୍ୟର ପିଛା କରିବାକୁ ଯାଇ ସ୍କଟଲାଣ୍ଡ ୧୦. ୨ ତମ…

ସ୍କଟଲାଣ୍ଡ ଆଗରେ ୧୯୧ରନର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ

ସାରଜା : ସାରଜାରେ ସବୁଠୁ ବଡ଼ ସ୍କୋର ଛିଡ଼ା କରିଛି ଆଫଗାନିସ୍ତାନ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମହମ୍ମଦ ନବିଙ୍କ ନେତୃତ୍ୱାଧୀନ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୦ ରନ୍‌ କରିଛି  । ଯାହାଫଳରେ ଆଫଗାନିସ୍ତାନ ସ୍କଟଲାଣ୍ଡ ଆଗରେ ୧୯୧ରନର  ଏକ ବଡ଼ ବିଜୟ…

ଟି-୨୦ ବିଶ୍ୱକପ : ଆଜି ଆଫଗାନିସ୍ତାନ-ସ୍କଟଲାଣ୍ଡ ମଧ୍ୟରେ ଲଢେଇ

ସାରଜା : ଆଜି ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ମଧ୍ୟରେ ହେବ ଲଢେଇ । ପ୍ରଥମ ଅଭ୍ୟାସ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା ଆଫଗାନିସ୍ତାନ । ହେଲେ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇ ସୁପର-୧୨ ପୂର୍ବରୁ ମନୋବଳ ଦୃଢ କରିଛି । ଦଳର ବୋଲିଂ ବାହିନୀ ଜବରଦସ୍ତ…

ପ୍ରଥମ ଥର ପାଇଁ ବିଶ୍ଵକପରେ ଭାରତକୁ ହରାଇ ବାଜି ମାରିଲା ପାକିସ୍ତାନ

ଦୁବାଇ : ଭାଙ୍ଗିଲା ବିଶ୍ଵ କପର ପରମ୍ପରା । ଶେଷରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନଠୁ ଶୋଚନୀୟ ପରାଜୟ ଭୋଗିଲା ଭାରତ ।  ଟି-୨୦  ବିଶ୍ଵ କପ୍‌ରେ ଲଗାତାର ୫ ମୁକାବିଲା ହାରିବା ପରେ ପାକିସ୍ତାନ ବିଜୟ ହାସଲ କରିଛି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା…

ଟି-୨୦ ବିଶ୍ଵ କପରେ ଶୂନ୍ୟରେ ଆଉଟ୍ ହେବାରେ ରୋହିତ ପଞ୍ଚମ ଭାରତୀୟ ବ୍ୟାଟସମ୍ୟାନ

ଦୁବାଇ: ଟି-୨୦ ବିଶ୍ଵ କପ୍‌ ୨୦୨୧ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଉଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଛି । ହେଲେ ଭାରତ ନିରାଶଜନକ ଆରମ୍ଭ କରିଥିଲା । ଶାହିନ ଶାହ ଆଫ୍ରିଦିଙ୍କ ବଲରେ ଓପନର ରୋହିତ ଶର୍ମା ବିନା ଖାତା ଖୋଲି…

ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ,ଭାରତର ୧୫୧ ରନ ସଂଗ୍ରହ

ଦୁବାଇ: ପାକିସ୍ତାନ ସାମ୍ନାରେ ୧୫୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ । ଅଧିନାୟକ ବିରାଟ କୋହଲି ଏବଂ ରିଷଭ ପନ୍ଥଙ୍କ ରୋମାଞ୍ଚକର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା…

ବାଂଲାଦେଶକୁ ୫ ଓ୍ଵିକେଟରେ ହରାଇ ଶ୍ରୀଲଙ୍କାର ଦମଦାର ବିଜୟ

ସାରଜାହା: ଆସଲଙ୍କା ଓ ଭାନୁକା ରାଜପକ୍ଷେଙ୍କ ଧୁଆଁଧାର ବ୍ୟାଟିଂ ବଳରେ  ଟି-୨୦ ବିଶ୍ୱକପର ଗ୍ରୁପ୍‌-୧ ମ୍ୟାଚରେ ରବିବାର ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା । ଶ୍ରୀଲଙ୍କା ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୫ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ହାସଲ କରିଛି । ବାଂଲାଦେଶ ବିପକ୍ଷରେ…

ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ୧୭୨ ବିଜୟ ଲକ୍ଷ୍ୟ

ସାରଜାହା: ଟି-୨୦ ବିଶ୍ୱକପର ଆଜିର ମ୍ୟାଚରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ସାରଜାହାରେ ଖେଳାଯାଉଛି ।  ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଜବାବରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୧ ରନ ସଂଗ୍ରହ କରିଛି ବାଂଲାଦେଶ । ଓପନର…

ଟି-୧୦ ବିଶ୍ୱକପ: ଅଷ୍ଟ୍ରେଲିଆକୁ ୧୧୯ ରନର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା

ଦୁବାଇ : ଟି-୧୦ ବିଶ୍ବକପ ମହାସମରର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଉଦଘାଟନି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ…
ବ୍ରେକିଂ