Browsing Tag

cricket update

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ନମନ ଓଝା

ଇନ୍ଦୋର: ଅବସର ନେଲେ ନମନ୍ । ଭାରତର ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ନମନ୍ ଓଝା କ୍ରିକେଟର ସବୁ ଫର୍ମାଟରୁ  ଅବସର ନେଇଛନ୍ତି । ନମନ ଇନ୍ଦୋରର ଏମପିସିଏ ଗ୍ରାଉଣ୍ଡରେ ଅବସର ନେଇ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଗତ କିଛି ଦିନ ହେବ ସେ ପିଠି ଯନ୍ତ୍ରଣା…

ଦ୍ୱିତୀୟ ଟେଷ୍ଟରେ ନୂଆ ରେକର୍ଡ କଲେ ରବିଚନ୍ଦ୍ରନ ଅଶ୍ୱିନ୍

ଚେନ୍ନାଇ: ନୂଆ ରେକର୍ଡ କଲେ ଅଶ୍ୱିନ । ଚଳିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ  ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନୂଆ ରେକର୍ଡ କରିଛନ୍ତି । ସେ ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାସଲ କରିଛନ୍ତି । ସେ ୨୯ଥର ୫ ୱିକେଟ୍ ନେଇ ସଫଳତା…

ଭାବବିହ୍ୱଳ ହୋଇ ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମହମ୍ମଦ ସିରାଜ

ହାଇଦ୍ରାବାଦ: ମହମ୍ମଦ ସିରାଜ । ଖୁବ କମ ସମୟ ମଧ୍ୟରେ ଭାରତୀୟ ଦଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଯୁବ ବୋଲର । ଯେତେବେଳେ ଭାରତୀୟ ଦଳ ଶକ୍ତିଶାଳୀ କଙ୍ଗାରୁ ଟିମ ଆଗରେ ବର୍ଡର ଗାଭାସ୍କର ଟ୍ରଫି ଜିତିବାକୁ ସଂଘର୍ଷ କରୁଥିଲା ସେତିକିବେଳେ ଦଳ ପକ୍ଷରୁ ହିରୋ ସାଜି ମହମ୍ମଦ…

ଅର୍ଜୁନ ତେନ୍ଦୁଲକରଙ୍କ ଗୋଟିଏ ଓଭରରେ ୨୧ ରନ୍ ପିଟିଲେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ: ଗୋଟିଏ ଓଭରରେ ୨୧ ପିଟିଲେ ଯାଦବ । ସଚିନ ତେନ୍ଦୁଲକରଙ୍କ ଏକମାତ୍ର ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଗୋଟିଏ ଉଭରରେ ୨୧ ରନ ପିଟିଛନ୍ତି ସାଙ୍ଘାତିକ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ।  ଚଳିତ ବର୍ଷ  ଇଣ୍ଡିଆନ ପ୍ରିମିଅର ଲିଗରେ ଉନ୍ନତ ପ୍ରଦର୍ଶନ କରିଥିବା  ସୂର୍ଯ୍ୟକୁମାର ନିଜ…

ଭାରତୀୟ ଟିମର ଉନ୍ନତ ପ୍ରଦର୍ଶନ ପାଇଁ ଯୋଜନା କରୁଛନ୍ତି ଜୟ ଶାହା ଓ ଗାଙ୍ଗୁଲି; ଶୁକ୍ଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଶୋଚନୀୟ ପ୍ରଦର୍ଶନ ପାଇଁ ଟିମ୍ ଉପରେ ଆଙ୍ଗୁଳି ଉଠିଥିବା ବେଳେ ଭାରତୀୟ ଟିମର ପ୍ରଦର୍ଶନରେ ଉନ୍ନତ ଆଣିବା ପାଇଁ ଯୋଜନା କରୁଛନ୍ତି ଜୟ ଶାହା ଓ ସୌରଭ ଗାଙ୍ଗୁଲି । ଏକ ଜାତୀୟ  ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇ ଏପରି କହିଛନ୍ତି ଆପିଏଲର…
ବ୍ରେକିଂ