Browsing Tag

crime branch

ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା, ଘର ଭିତରେ ପୋଡ଼ା ଦାଗ ମିଳିଲା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ପାରଳାଖେମୁଣ୍ଡି ପୁଲିସ୍ ସହ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଆଜି ସୌମ୍ୟଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ  । ତଦନ୍ତ ବେଳେ ଘର ଭିତରେ ପୋଡ଼ା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି । ରୋଷେଇ ଘର,…

ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏଙ୍କ ମୃତ୍ୟୁ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ଗୁମର ଖୋଲିବ କ୍ରାଇମବ୍ରାଞ୍ଚ । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଡିଜିପି ଅଭୟ  କ୍ରାଇମବ୍ରାଞ୍ଚକୁ ଏଇ ଘଟଣାର…

ପାଠକ ବାପ,ପଅଙ୍କୁ ମିଳଲା ଜାମିନ

ଭୁବନେଶ୍ୱର: ପାଠକ ବାପ,ପଅଙ୍କୁ ମିଳଲା ଜାମିନ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗରଫ ହୋଇଥିବା ଆଇଏଫଏସ୍ ଅଧିକାରୀ ଅଭିୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଭିଜିଲାନ୍ସ ପକ୍ଷରୁ ଉଭୟ ବାପ-ପୁଅଙ୍କ ବିରୋଧରେ…

୮୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷା

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ମିନତୀ ରଥ  ଲାଞ୍ଚ ନେଉଥିବା ବେଳେ ଆଜି ଅପରାହ୍ନରେ ଭିଜିଲାନ୍ସ ଚଢ଼ାଉ କରିଛି । ବଙ୍ଗୋମୁଣ୍ଡା ପଂଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟର ସହକାରୀ…

ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ । ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ  ଜାଲିଆତି ଘଟଣାରେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଜେରା କରିବା ତାଙ୍କୁ ଗିରଫ କରିଛି ଏସଆଇଟି ।  ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପିଟରଙ୍କୁ ଜେରା ବେଳେ ସେ…

ଦଳିତ ନାବାଳିକା ଦୁଷ୍କର୍ମ ମାମଲା: ବନ୍ଧା ହେଲେ ଓଟିଭର ୪ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ପିଡୀତାଙ୍କ ମା’ ଙ୍କ ଅଭିଯୋଗ ପତ୍ରରେ ନାଁ ଥିବା ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ବିଜୟ ରାଉତ ଓ କୃଷ୍ଣ ସାମଲଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସୂଚନା ଯୋଗ୍ୟ, ଇମ୍ଫୋସିଟି…

ପରୀ ହତ୍ୟାକାରୀକୁ ଧରିବ କ୍ରାଇମବାଞ୍ଚ

ଭୁବନେଶ୍ୱର : ପରୀ ହତ୍ୟାକାରୀକୁ ଧରିବ କ୍ରାଇମବାଞ୍ଚ । ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲେରେ ତଦନ୍ତ କରିବ କ୍ରାଇମବାଞ୍ଚ । ଏନେଇ ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ  ୩୪ ଜଣଙ୍କୁ ଜେରା କରାଯିବା ସହ…
ବ୍ରେକିଂ