Browsing Tag

crime

ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚର ଛାନଭିନ୍

ବାଲିପାଟଣା: ବାଲିପାଟଣା ଥାନା ଅଧୀନ ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ସ୍ଵର୍ଗତ ସୁରବାବାଙ୍କ ବଡପୁଅ ତ୍ରିଲୋଚନ ମିଶ୍ରଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସୂଚନା ଅନୁଯାୟୀ ଜଗତସିଂହପୁରର ଅଜିତ ସେନାପତିଙ୍କ ନିଖୋଜ ନେଇ ଖୋଳତାଡ କରିଛି…

୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ,୨ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ଛକ ନିକଟରୁ ପୋଲିସ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବ୍ରାଉନସୁଗାର ଜବତ କରିଛି । ଏଥିସହ ଘଟଣାରେ ସଂପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଯୁବକ ଭଦ୍ରକ ଜିଲ୍ଲା ବାଂସଡ଼ା ଥାନା…

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମୁତା ଏବଂ ବେଣାଗା ଅଂଚଳରେ ଵ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ । ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ ସହ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସବ୍ ଇନ୍ସପେକ୍ଟର ବିଷ୍ପଜିତ ଦାଶ, ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ…

୩ ହଜାର କୋଟିର ମାଦକ ଦ୍ରବ୍ୟ ଜବତ

କୋଚୀ: ଜାହାଜରୁ ୩ ହଜାର କୋଟିର ମାଦକ ଦ୍ରବ୍ୟ ଜବତ । ସର୍ଭେଲାନ୍ସ ପାଟ୍ରୋଲିଂ ବେଳେ ଆରବ ସାଗରରୁ ନୌସେନା ଦ୍ୱାରା ମାଦକ ଦ୍ରବ୍ୟ ଭର୍ତ୍ତି ମାଛମରା ବୋଟକୁ ଜବତ କରାଯାଇଛି । ଏହାର ଆନୁମାନିକ ୩ କ୍ୱିଣ୍ଟାଲ ଓଜନର ମାଦକ ଦ୍ରବ୍ୟ ବୋଟ ଭିତରୁ ଜବତ କରିବାରେ ସକ୍ଷମ ହୋଇଛି INS ସର୍ବଣା ।…

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ବାରଙ୍ଗ : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର । ଓଏଏସ ବିଚିତ୍ରାନନ୍ଦ ନାୟକଙ୍କ ଗାଡିରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି ଭିିଜିଲାନ୍ସ। ସୂଚନାମୁତାବକ ଆଜି ତହସିଲଦାର ବିଚିତ୍ରାନନ୍ଦ ନାୟକ ମଧ୍ୟାହ୍ନ ପ୍ରାୟ ୩:୩୦ ସମୟରେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ, ରଘୁନାଥପୁର ବ୍ରିଜ…

ଟଙ୍କା ପାଇଁ ବଡଭାଇକୁ ଜାଳିଦେଲା ସାନଭାଇ

ରାଜକନିକା: ଟଙ୍କା ପାଇଁ ଭାଇକୁ ଜାଳିଦେଲା ଭାଇ । ସାମନ୍ୟ କେତେଟା ଟଙ୍କା ପାଇଁ ଶୋଇଥିବା ବଡବାଇକୁ, ସାନଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନରୁ ମାରିଦେବାକୁ  ଉଦ୍ୟମ କରିଛି । ଏଭଳି ଏକ ଘଟଣା ଘଟିଛି ରାଜକନିକା ଥାନା ଅଧିନସ୍ଥ କାଟଣା ବଣିଆ ଗ୍ରାମ ପଞ୍ଚାୟତର ଝାଡମାଳ ଗ୍ରାମରେ । ଖବର…

ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଲୁଟ୍  

ସଇଁତଲା: ବନ୍ଧୁକ ଦେଖାଇ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା ।  ବଲାଙ୍ଗୀର  ଜିଲ୍ଲା ସଇଁତଲା ଥାନା ଘୁନସର ପଞ୍ଚାୟତର କନ୍ଧଉଲବା ଗ୍ରାମର ଜଣେ କୁକୁଡ଼ା ବ୍ୟବସାୟୀଙ୍କ ଠାରୁ ରବିବାର ୩  ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇବା ସହ ମାଡ ମାରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟ କରିଥିବା ସଇଁତଲା ଥାନାରେ…

୫୦ ଲକ୍ଷର ଗଞ୍ଜେଇ ଜବତ୍ , ୨ ଗିରଫ୍

ଜୟପୁର: କୋବି ବୋଝେଇ ଟ୍ରକ୍ ଭିତରୁ ଗଞ୍ଜେଇ ଜବତ୍ । ଜୟପୁର ସଦର ଥାନା ପାତ୍ରପୁର ବ୍ରିଜ୍ ନିକଟରୁ ଏକ କୋବି ବୋଝେଇ ଟ୍ରକ୍ ଭିତରୁ ୪୯୪  କେଜି ଗଞ୍ଜେଇ ଜବତ୍ କରାଯାଇଛି । ଜବତ୍ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସଦର ପୋଲିସ୍  ଏହି…

୧ କୋଟି ୭୬ ଲକ୍ଷର ଗଞ୍ଜେଇ ଜବତ୍, ଜଣେ ମାଫିଆ ଗିରଫ୍

କୋରାପୁଟ: ଜବତ୍ ହେଲା ବିପୁଳ ପରିମାଣର ଗଞ୍ଜେଇ । କୋରାପୁଟ ଜିଲ୍ଲା ମୋହନା ଥାନା କମଳାପୁରରୁ ୧୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ୍ କରାଯାଇଛି । ଏକ କଣ୍ଟେନର ଦ୍ୱାରା କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ଏହି ଗଞ୍ଜେଇକୁ ଜବତ୍ କରାଯାଇଛି । ତେବେ, ଜବତ୍ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୬  …

ଅବକାରୀ ବିଭାଗର ଚଢ଼ାଉ : ୨୬ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବାଙ୍କୀ: ଦେଶୀ ମଦ ସହ ଦୁଇ ଜଣଙ୍କୁ ବନ୍ଧିଲା ଅବକାରୀ ବିଭାଗ । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଅବକାରୀ ବିଭାଗ ୨୬ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ୍ କରିଛି । ସୂଚନା ଅନୁଯାୟୀ,ଆଜି ସକାଳୁ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦେଶ କ୍ରମେ…
ବ୍ରେକିଂ