Browsing Tag

crime

ସଡୁର ଭୁଜାଲି ଆକ୍ରମଣରେ ସଡୁ ମୃତ

ଆଳି: ସଡୁର ଭୁଜାଲି ଆକ୍ରମଣରେ ସଡୁ ମୃତ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ତରାସ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ମୃତବ୍ୟକ୍ତି ଜଣଙ୍କ ତରାସ ଗାଁର ଗଣେଶ ଚନ୍ଦ୍ର ସାମଲ ବୋଲି ଜଣାପଡିଛି । ଅଭିଯୁକ୍ତ ସୁରେନ୍ଦ୍ର ବସନ୍ତିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।…

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନ ବିଭାଗର ଚଢାଉ, ୪ ଗିରଫ

ବାଲିଗୁଡ଼ା: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଗ୍ରାହକ ବେଶରେ ଯାଇ କାବୁ କଲା ବନ ବିଭାଗ । ଏଥିସହ ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।…

କେଶପୁରରେ ବୁଲିଲା ଖଣ୍ଡା ଭୁଜାଲି ,ହୋଟେଲ ଭିତରେ ପଶି ୫ ଜଣକୁ ଦୁର୍ବୁତ୍ତ ହାଣିଲେ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ପୁଣି ବୁଲିଲା ଖଣ୍ଡା ଭୁଜାଲି । ଦୁର୍ବୁତ୍ତମାନେ ଅତର୍କିତ ଭାବେ ଏକ ହୋଟେଲ ଭିତରେ ପଶି ରୋଷେୟା ଓ ମହିଳାଙ୍କ ସମେତ ୫ ଜଣକୁ ଖଣ୍ଡା ଭୁଜାଲିରେ ହାଣିଲେ । ତେବେ ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଖଲ୍ଲିକୋଟ ଗୋଷ୍ଠୀ…

ଜଳେଶ୍ୱରରୁ ୨କିଗ୍ରା ବ୍ରାଉନସୁଗର ଜବତ, ୨ ଗିରଫ

ବାଲେଶ୍ୱର: ଜଳେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ୨କିଗ୍ରା ବ୍ରାଉନସୁଗର ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ସମେତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବଲି ଜଣା ପଡିଛି । ମିଳିଥିବା ସୂଚନାନୁସାରେ ଗତକାଲି…

ଜୟପୁରରୁ ୮ ଲକ୍ଷ ଟଙ୍କା ଲୁଟ ଘଟଣା, ୩ ଗିରଫ

ଜୟପୁର: ଜୟପୁର କୋଟା ଛକରେ ୮ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ । ଏଥିରେ ୩ଜଣଙ୍କୁ ଗିରଫ କରାଯାଇଥିବା ନେଇ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୮ ତାରିଖରେ ଖାଇବା ତେଲ ହୋଲସେଲ ବ୍ୟବସାୟୀ ଟଙ୍କା ସଂଗ୍ରହ କରି ମାଲକାନଗିରିରୁ ଜୟପର ଫେରୁଥିଲେ…

ରାଇସ୍ ମିଲରୁ ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଜିଲ୍ଲା ଓଲଟପୁର ଥାନା ଅଲାପୁରୁ ସ୍ଥିତ ପୁଷ୍ପା ରାଇସ ମିଲରେ ଜଣେ ଶ୍ରମିକଙ୍କର ସନ୍ଦେହ ଜନକ ମୃତ୍ୟୁ । ମୃତକଙ୍କ ନାମ ରଞ୍ଜନ ପ୍ରଧାନ ବୋଲି ଜଣାପଡ଼ିଛି । ଖବର ପାଇ ରଞ୍ଜନଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଘର ଖୋଲି  …

ଶିଶୁପୁତ୍ରକୁ ହତ୍ୟା କରି ବାପାର ଆତ୍ମହତ୍ୟା

ନବରଙ୍ଗପୁର: ନିଶା ହେଲା କାଳ। ନିଶାଶକ୍ତ ଅବସ୍ଥାରେ ୩ ବର୍ଷର କୁନି ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଛି ମଦୁଆ ବାପା । ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝିରିଗାଁ ଥାନା ଅଞ୍ଚଳରେ ଘଟିଛି। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ସୂଚନା ମୁତାବିକ,…

କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ବଡମ୍ବା : କଟକ ଜିଲ୍ଲା ବଡମ୍ବା ଥାନା ଅନର୍ଗତ ଡ଼ମଣଗାଡ଼ିଆ ଗ୍ରାମରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଏସଟିଏଫ୍ ଚଢ଼ାଉ । ୧ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରାଯିବ ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି…

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨ ଲକ୍ଷ ୮୭ ହଜାର ଟଙ୍କା ଦୁର୍ବୃତ୍ତ ଲୁଟିନେଲେ

ସୁନ୍ଦରଗଡ଼: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ।  ଦିନ ଦିପହରରେ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି ୪ ଦୁର୍ବୃତ୍ତ । ସୁନ୍ଦରଗଡ଼ ସଦରଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ ରୋଡ଼ରେ ଥିବା କିରେଇ ଶାଖାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

୩ ହଜାର ଟଙ୍କା ଲାଞ୍ଚ ନେଇ ଆରଆଇ ଗିରଫ

ଫୁଲବାଣୀ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟର ।  ତିନି ହଜାର ଟଙ୍କା ଲାଞ୍ଚ ନେଇ କନ୍ଧମାଳ ଜିଲ୍ଲାର ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରୀ ଆରଆଇ ସୁନୀଲ ଦିଗାଲ । ସେହି ଅଞ୍ଚଳର…
ବ୍ରେକିଂ