Browsing Tag

Cyclone Yass

ବାତ୍ୟା ୟଶରେ ପୁନରୁଦ୍ଧାର ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ବାତ୍ୟା ୟସ ପ୍ରଭାବରେ ବିଧ୍ୱସ୍ତ ପୂର୍ବ ଉପକୂଳ । ତେଣୁ ଏହା ପୂର୍ବରୁ ଟିପିସିଓଡିଏଲ୍ ତରଫରୁ ବିପଦ ମୁକାବିଲା ଲାଗି ଆଗୁଆ ବିପର୍ଯ୍ୟୟ ପରିଚାଳନା ଯୋଜନା  ପ୍ରସ୍ତୁତ କରାଯିବ ସହ ପ୍ରଭାବିତ ଆଶଙ୍କା କରାଯାଉଥିବା ଅଞ୍ଚଳଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇ ପୁନରୁଦ୍ଧାର ପାଇଁ…

ବାତ୍ୟା ୟାଶର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତାକାଲି ସୁଦ୍ଧା ତାହା ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାରାଦୀପରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି । ସମ୍ଭାବ୍ୟ…

ଗର୍ଭବତୀ ଓ ଶିଶୁ ମାନଙ୍କୁ ଶୁଖିଲା ରାସନ ଓ ଅଣ୍ଡା ବଣ୍ଟନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ତାରିଖ ସୁଦ୍ଧା ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କୁ ଶୁଖିଲା ରାସନ୍ ଓ ଅଣ୍ଡା ବଣ୍ଟନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ଏହାସହିତ ଯେଉଁ ମହିଳାମାନେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବର ସମ୍ଭାବନା ରହିଛି…
ବ୍ରେକିଂ