Browsing Tag

daily horoscope

ଗୁରୁବାର ରାଶିଫଳ

ମେଷ: ଗଠନମୂଳକ କାର୍ଯ୍ୟରେ ଶିଥିଳତା ଆସିବା କାରଣରୁ ଅବଶୋଷ ବଢିବ । କର୍ମ କ୍ଷେତ୍ରରେ ସୁଖ ସନ୍ତୋଷ ଓ ପରିବାରର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବ୍ୟୟ ବୃଦ୍ଧି ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଈଶ୍ୱର ନିଷ୍ଠା ଓ ସାମୁହିକ କାର୍ଯ୍ୟରେ ପ୍ରଶଂସା ପାଇବେ । ବୃଷ: କର୍ମ କ୍ଷେତ୍ରରେ…

ମଙ୍ଗଳବାର ରାଶିଫଳ

ମେଷ: ଲୋକ ସଂପର୍କରେ ଉନ୍ନତି ଓ କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ସାଂସ୍କୃତିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ । ଦୂର ଯାତ୍ରାରେ ଶୁଭ, ଆର୍ଥିକ ପ୍ରଗତି ଓ ରାଜନୀତିରେ ସଂଗଠନ ଦୃଢ ହେବ । ବୃଷ: ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ ।…

ମଙ୍ଗଳବାର ରାଶିଫଳ

ମେଷ: ନୂତନ ଚିନ୍ତାଧାରାକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ବିଚାରଶୀଳ, ବଦାନ୍ୟତା ଶାସ୍ତ୍ର ଅଧ୍ୟୟନ ଓ ମନନ ଆଦି ଦୈବୀଗୁଣ ବିକଶିତ ହେବ । ପାରିବାରିକ ସୁଖ ସନ୍ତୋଷ ବ୍ୟାହତ ହୋଇପାରେ । ବନ୍ଧୁବର୍ଗରେ ମନାନ୍ତର ଓ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । ବୃଷ: ବିବଦମାନ ସ୍ଥିତିରେ ସଠିକ…

ଶନିବାର ରାଶିଫଳ

ମେଷ: ଦୃଢ ମନୋବଳ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଆର୍ଥିକ ଉନ୍ନତି, ପାରିବାରିକ ସୁଖ ସମ୍ଭୋଗ, କର୍ମ କ୍ଷେତ୍ରରେ ନେତୃତ୍ୱ, ବିବାଦ ଜୟ ଓ ଯାନବାହନ କ୍ରୟ ବିକ୍ରୟରେ ଶୁଭଫଳ ପାଇବେ । ରାଜନୀତିରେ ଦୁର୍ନାମର ଆଶଙ୍କା । ବୃଷ: ଗୃହ ପରିବେଶରେ ଶାନ୍ତି ସନ୍ତୋଷ ମିଳିବ । ଅଣ୍ଟା,…

ଶୁକ୍ରବାର ରାଶିଫଳ

ମେଷ: ବନ୍ଧୁ ହିତୈଷୀ ମାନେ ବିଭିନ୍ନ ବାଟରେ ସାହାଯ୍ୟ ସହଯୋଗ ପ୍ରଦାନ କରିବେ । ଅର୍ଥ ଭାଗ୍ୟ ସନ୍ତୋଷଜନକ୤ ଭୂମି କ୍ରୟ ବିକ୍ରୟରେ ସଫଳ ହେବେ । ରାଜନୀତିରେ ପ୍ରେରଣା ଓ ସମର୍ଥନ ପାଇବେ । ଦେହ ସୁସ୍ଥ ରହିବ । ଆଧ୍ୟାତ୍ମିକ କାର୍ଯ୍ୟରେ ଋଚି ବଢିବ । ବୃଷ: ଘାତଚନ୍ଦ୍ର ଭୋଗ ହେତୁ ଆଶା ଆଶଙ୍କା…

ଗୁରୁବାର ରାଶିଫଳ

ମେଷ: ଆଶା ଅଭିଳାଷ ପୂରଣ କରିବା ପାଇଁ ଦିନଟି ଶୁଭ । ଯାନ ବାହନରେ ଆକସ୍ମିକ ବ୍ୟୟ ବରାଦ ଆସିବ । ଗୃହ ଉପକରଣ କ୍ରୟ, ଯାତ୍ରା ଶୁଭ, ପରିବାରରେ ମାନ ମନାନ୍ତର, ଧାର୍ମିକ କାର୍ଯ୍ୟରେ ପ୍ରତିବନ୍ଧକ ଓ ରାଜନୀତିରେ ପ୍ରତିଷ୍ଠା ପାଇବେ । ବୃଷ: ସ୍ଥିର ବିଚାର ବିବେଚନାରେ କାର୍ଯ୍ୟ କରିପାରିଲେ…

ବୁଧବାର ରାଶିଫଳ

ମେଷ: ଭାବ ପ୍ରବଣତାର ଆଧିକ୍ୟ ହେତୁ କର୍ମ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଆସିପାରେ । କ୍ଷତିର ଆଶଙ୍କା ନାହିଁ । ଉଦ୍ୟମ ସଫଳ, ପଶୁ ସଂପଦ ଲାଭ, ସୀମା ବିବାଦର ଆପୋଷ ସମାଧାନ ଓ ସନ୍ତାନ ସନ୍ତତି ବର୍ଗରୁ ଆତ୍ମ ସନ୍ତୁଷ୍ଟ ରହିବେ । ବୃଷ: ବିନା କାରଣରେ ଅପନିନ୍ଦିତ ହେବେ । ଭାତୃ ସଂପର୍କରେ…

ସୋମବାର ରାଶିଫଳ

ମେଷ: ଅଯଥା ଭାବନାରେ ମନ ଭାରାକ୍ରାନ୍ତ ରହିପାରେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅପବ୍ୟୟ, ଧାର କରଜ ବୃଦ୍ଧି,ଦେହ ଘୋଳାବିନ୍ଧାର ଆଶଙ୍କା ଅଛି । ଧର୍ମୀୟ ଚେତନା ମାନସିକ ଶାନ୍ତି ଆଣିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ବଢ଼ିବ । ବୃଷ: ବନ୍ଧୁ ହିତୈଷୀମାନଙ୍କଠାରୁ ଗଠନମୂଳକ ପରାମର୍ଶ…

ଶନିବାର ରାଶିଫଳ

ମେଷ: ବ୍ୟବହାର କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ କରିବେ । କର୍ମକ୍ଷେତ୍ର ଶାନ୍ତିଦାୟକ ହେବ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ଲାଭ, ରକ୍ତ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା, ଲକ୍ଷ୍ୟ ପୂରଣ, ସ୍ୱଚ୍ଛଳ ଆର୍ଥିକ ସ୍ଥିତି ଓ ଦୂରଯାତ୍ରାରେ ବାଞ୍ଛିତ ଫଳ ପାଇବେ । ବୃଷ: ଭାତୃ ସମ୍ପର୍କରେ…

ସୋମବାର ରାଶିଫଳ

ମେଷ: ପାରସ୍ପରିକ ଉତ୍ତମ ବୁଝାମଣା ମଧ୍ୟରେ ଦିନଟି ଅତିବାହିତ କରିବେ । ନିମ୍ନ ବର୍ଗରୁ ସହଯୋଗ ମିଳିବ । ଭବିଷ୍ୟତ ନିର୍ମାଣ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ଅର୍ଥାତ ସ୍ୱଚ୍ଛଳତା, ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ଗୃହରେ ଅତିଥି ଚର୍ଚ୍ଚା ଓ ବ୍ୟବସାୟିକ କ୍ଷେତ୍ର ସମୃଦ୍ଧ ହେବ । ବୃଷ: ମାନସିକ…
ବ୍ରେକିଂ