Browsing Tag

dcp reaction

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ପାଇଁ ହେଉଛି ଷଡ଼ଯନ୍ତ୍ର : ଡିସିପି

ଭୁବନେଶ୍ୱର: ବିଧାନସଭା ନିକଟରେ ପୁଣି ହୋଇଛି ଆତ୍ମାହୁତି ଉଦ୍ୟମ। ଗତ ଦୁଇଦିନ ମଧ୍ୟରେ ବିଧାନସଭା ସମ୍ମୁଖରେ ଦୁଇଟି ଭିନ୍ନ ଘଟଣାରେ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ , ଯିଏ ବିଧାନସଭା ସମ୍ମୁଖରେ ଆତ୍ମହୁତି…

ବିଧାନସଭା ସମ୍ମୁଖରେ ନୟାଗଡ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଶୁଣନ୍ତୁ କଣ କହୁଛନ୍ତି ଡିସିପି

ଭୁବନେଶ୍ୱର : ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ  । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର  ଠିକ ସମୟରେ ପୋଲିସ ସେମାନଙ୍କୁ କାବୁ କରିବାରେ…

ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ୫ଗିରଫ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଏଟିଏମ ଲୁଟେରା  । ଝାରପଡା କଟକ ରୋଡ  ଅଞ୍ଚଳରେ ଏମଟିଏମ ଲୁଟ୍‌ ଉଦ୍ୟମ କରୁଥିଲେ କିଛି ଦୁର୍ବୃତ୍ତ I ହେଲେ ଲୁଟେରାଙ୍କ ଏହି ଉଦ୍ୟମ ପଣ୍ଡ ହୋଇଛି । ସମ୍ପୃକ୍ତ ଘଟଣାରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ଅଫ ପୋଲିସ । ସୂଚନା ମୁତାବକ, ଶନିବାର…
ବ୍ରେକିଂ