Browsing Tag

delhi government

ଦିଲ୍ଲୀରେ ଅନଲକ୍-୭ ର ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଆସିଛି । ଏହାକୁ ନଜର ରଖି ରବିବାର ଦିଲ୍ଲୀ ସରକାର ଅନଲକ୍-୭ ର ଗାଇଡଲାଇନ ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ,…

କାଲିଠୁ ରାଜଧାନୀରେ ଷ୍ଟାଡିୟମ, ସ୍ପୋର୍ଟସ୍ କମ୍ପ୍ଲେକ୍ସ ଖୋଲିବ

ନୂଆଦିଲ୍ଲୀ: ଜିମ୍‌, ବାର. ଓ ହେଲ୍‌ଥ ସେଣ୍ଟର ପରେ ଏବେ ଦିଲ୍ଲୀରେ ଖୋଲିବ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ଷ୍ଟାଡିୟମ। ଧୀରେ ଧୀରେ ମହାମାରୀ କରୋନା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସୋମବାର ଠାରୁ…

ଦିଲ୍ଲୀ ଷ୍ଟେସନରେ ସ୍ୱୟଂଚାଳିତ ଡଷ୍ଟବିନ ଲାଗିବ

ନୂଆଦିଲ୍ଲୀ: ସ୍ୱଚ୍ଛତା ବଜାୟ ରଖିବା ପାଇଁ ରେଳ ଷ୍ଟେସନରେ ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଦିଲ୍ଲୀ ସରକାରଙ୍କ ଯୋଜନା । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର…

ଆସନ୍ତାକାଲିଠୁ ଦିଲ୍ଲୀରେ ଡ୍ରାଇଭ୍ ଥ୍ରୁ ଭ୍ୟାକସିନେସନ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଡ୍ରାଇଭ୍ ଥ୍ରୁ ଭ୍ୟାକସିନେସନ୍ ସେଣ୍ଟର । ଯାହାଦ୍ୱାରା ଲୋକମାନେ ସହଜରେ ଟିକା ନେଇପାରିବେ ।  ଏବେ ନିଜ ନିଜ ଗାଡିରେ ବସି ଭ୍ୟାକସିନ୍ ଡୋଜ୍ ନେଇପାରିବେ ରାଜଧାନୀବାସୀ । ଦ୍ୱାରକା ସ୍ଥିତ ଆକାଶ ହେଲ୍ଦ କେୟାର ସୁପର ସ୍ପେଶାଲିଟି ହସ୍ପିଟାଲ…

ଦିଲ୍ଲୀରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ନିର୍ମାଣ ହେବ ୪୪ଟି ପ୍ଲାଣ୍ଟ, ୨୧ଟି ପ୍ଲାଣ୍ଟ ଦେବ ଫ୍ରାନ୍ସ: ଅରବିନ୍ଦ…

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି ମହାମାରୀ କରୋନା ।  ଏହାଦ୍ୱାରା କେବଳ ଲୋକେ ସଂକ୍ରମିତ ହେଉନାହାନ୍ତି ବରଂ ଅକ୍ସିଜେନ ଅଭାବରୁ ଅନେକଙ୍କ ପ୍ରାଣ ମଧ୍ୟ ଯାଉଥିବା ଖବର ଆସୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଥାଇଲାଣ୍ଡରୁ ୧୮ଟି…

ଦିଲ୍ଲୀରେ ଲକଡାଉନ : ମଦ ଦୋକାନରେ ପ୍ରବଳ ଭିଡ

ନୂଆଦିଲ୍ଲୀ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ଏକ ସପ୍ତାହ ଧରି ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ଆଜି ରାତି   10 ରୁ 26 ଏପ୍ରିଲ୍ ସକାଳ 6 ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ଆବଶ୍ୟକୀୟ ସେବା ଜାରି ରହିବ । ତେବେ ମୁଖ୍ୟମନ୍ତ୍ରୀ…
ବ୍ରେକିଂ