Browsing Tag

delhi police

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ:  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଡ଼ାଇ ଦେବାକୁ ଧମକ। ଅଲକାଏଦା ପକ୍ଷରୁ ଦିଲ୍ଲୀ ପୋଲିସକୁ ଧମକପୂର୍ଣ୍ଣ ମେଲ୍‌ ଆସିଥିବା ସୂଚନା ମିଳିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ବୋମାମାଡ଼ କରି ଉଡ଼ାଇଦେବାକୁ ଧମକ ମିଳିଛି । ଏହାପରେ ବିମାନବନ୍ଦରରେ ସୁରକ୍ଷା…

ଠକେଇ ଅଭିଯୋଗରେ ବଲିଉଡ ଚଳଚ୍ଚିତ୍ରର ନିର୍ମାତା ଅଜୟ ଯାଦବ ଗିରଫ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ରର ନିର୍ମାତା ଅଜୟ ଯାଦବ ଗିରଫ । ସ୍ୱଳ୍ପ ସୁଧରେ ମଞ୍ଜୁରୀପ୍ରାପ୍ତ ଋଣ ପାଇବା ବାହାନା କରି ଅନେକ ବ୍ୟବସାୟୀଙ୍କୁ ଠକିବା ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସୂଚନାଯୋଗ୍ୟ ସାମ୍ପ୍ରତିକ ମାମଲାରେ ସେ ୬୫…

ଆଜି ଠାରୁ ୧୫ ଅଗଷ୍ଟ ଯାଏଁ ଲାଲ୍ କିଲା ବନ୍ଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲ୍ କିଲା ବନ୍ଦ । ସ୍ୱାଧୀନତା ଦିବସର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜିଠୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଲାଲ୍ କିଲା ଦୁର୍ଗକୁ ପ୍ରବେଶ ପାଇଁ ମନା ହୋଇଛି ।  ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲ୍ କିଲା ରେଡ୍ ଦୁର୍ଗ…

ସାଗର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ପୁଲିସକର୍ମୀଙ୍କ ସେଲ୍ଫୀ ମଜା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ସାଗର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରେସଲର୍ ସୁଶୀଲ କୁମାରଙ୍କ ସହିତ ସେଲ୍ଫୀ ନେଲେ ପୁଲିସ୍ କର୍ମୀ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସାଗର ହତ୍ୟା ମାମଲାରେ ତିହାଡ ଜେଲରେ ସଜ୍ଜା କାଟୁଥିବା ଲୋକପ୍ରିୟ ରେସଲର୍ ସୁଶୀଲ କୁମାରକୁ ଶୁକ୍ରବାର…

ଟ୍ୱିଟର ଇଣ୍ଡିଆ ମୁଖ୍ୟ ଓ ଅଭିନେତ୍ରୀ ସ୍ବାରା ଭାସ୍କରଙ୍କ ବିରୋଧରେ ପୋଲିସରେ ଅଭିଯୋଗ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିଆବାଦର ମାରପିଟ ଭିଡିଓ ଘଟଣାରେ ଅଭିନେତ୍ରୀ ସ୍ୱରା ଭାସ୍କର , ସାମ୍ବାଦିକ ଅରଫା ଖାନମ୍ ଶେରୱାନି , ଆସିଫ୍ ଖାନ୍ ଏବଂ ଟ୍ୱିଟର ଇଣ୍ଡିଆର ମନୀଷ ମହେଶ୍ୱରୀଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ କରାଯାଇଛି। ଓକିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ…

ହତ୍ୟା ଅଭିଯୋଗରେ କୁସ୍ତି ଯୋଦ୍ଧା ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ :  ଏକ ହତ୍ୟା ମାମଲାରେ ଫେରାର ଥିବା ଅଲିମ୍ପିକ୍ ବିଜେତା ସୁଶୀଲ କୁମାରଙ୍କୁ ଆଜି ଗିରଫ କରାଯାଇଛି।  ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ସୁଶୀଲ କୁମାରଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।…

ପଞ୍ଜାବରୁ ରେସଲର ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ  : ହତ୍ୟା ଅଭିଯୋଗରେ ଫେରାର ଥିବା କୁସ୍ତି ଯୋଦ୍ଧା(ରେସଲର) ସୁଶୀଲ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ପଞ୍ଜାବ ଭଟିଣ୍ଡାରୁ ସୁଶୀଳ କୁମାରଙ୍କ ସହ ସହଯୋଗୀ ଅଜୟଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ସୂଚନାନୁସାରେ, ମେ ୫ରେ ସାଗର ରାଣାଙ୍କ ହତ୍ୟା ପରଠୁ ସୁଶିଲ କୁମାର…

କୁସ୍ତିଯୋଦ୍ଧା ସାଗର ଧନକଡ଼ଙ୍କ ହତ୍ୟା ଘଟଣା, ସୁଶୀଲଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ହତ୍ୟା ମାମଲାରେ ସମ୍ପୃକ୍ତ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର (ଏଲଓସି) ଜାରି କରିଛି ଦିଲ୍ଲୀ ପୁଲିସ । ୨୩ ବର୍ଷୀୟ କନିଷ୍ଠ କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡରେ ସୁଶୀଲଙ୍କ ନାମ ସାମ୍ନାକୁ ଆସିବା…

ଲାଲକିଲ୍ଲା ହିଂସା ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ୍

ନୂଆଦିଲ୍ଲୀ: ଗିରଫ୍ ହେଲେ ଆଉ ଦୁଇ ଅଭିଯୁକ୍ତ । ଲାଲକିଲ୍ଲା ହିଂସା ଘଟଣାରେ ଦିଲ୍ଲୀ ପୁଲିସ୍‌ ବୁଧବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ।  ଏମାନଙ୍କୁ ମଧ୍ୟରୁ ଜଣେ ବିଦେଶୀ ନାଗରିକ ହୋଇଥିବା ବେଳେ ଆଉ ଜଣେ ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡ ବେଳେ ପୁଲିସ୍‌କୁ ଆକ୍ରମଣ…

ଦିଲ୍ଲୀ ହିଂସା : ଅଭିଯୁକ୍ତ ଇକବାଲ ସିଂ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଇକବାଲ ସିଂଙ୍କୁ ପଞ୍ଜାବର ହୋଶିଆରପୁରରୁ ଗିରଫ କରାଯାଇଛି। ସ୍ୱତନ୍ତ୍ର ସେଲ୍ ଟିମ୍ ମଙ୍ଗଳବାର ରାତିରେ ଇକବାଲ ସିଂଙ୍କୁ ଗିରଫ କରିଛି । ୨୬ ଜାନୁଆରୀରେ ହୋଇଥିବା ହିଂସା ଘଟଣାରେ ଭିଯୁକ୍ତ ଥିବା ଇକବାଲ ସିଂଙ୍କ ଉପରେ ୫୦,୦୦୦ ଟଙ୍କାର…
ବ୍ରେକିଂ