Browsing Tag

delhi

ତିନି ମହଲା କୋଠାରେ ନିଆଁ ଲାଗି ୪ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଏକ ତିନି ମହଲା କୋଠାରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଛି।  ଆଜି ଭୋରରେ ଘଟିଛି ଏହି ଘଟଣା। ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିଲ୍ଡିଂର ଛାତରୁ ସମସ୍ତ ମୃତଦେହ ଉଦ୍ଧାର କରିଥିବା ପୋଲିସ କହିଛି। ଭୋର୍…

ଦିଲ୍ଲୀରୁ ଜଣେ ପାକିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ନାଗରିକ ଆତଙ୍କବାଦୀଙ୍କୁ ଲକ୍ଷ୍ମୀ ନଗରର ରମେଶ ପାର୍କରୁ ଗିରଫ କରିଛି।  ଏହି ଆତଙ୍କବାଦୀ ଜଣେ ଭାରତୀୟ ନାଗରିକଙ୍କ ନକଲି ପରିଚୟ ସହିତ ରହୁଥିଲା।…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅମିତ ଶାହାଙ୍କୁ ଭେଟିଲେ

ନୂଆଦିଲ୍ଲୀ : ପଞ୍ଜାବ ରାଜନୀତିରେ ନୂଆ ଟ୍ୱିଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି ଅମରିନ୍ଦର । ବିଜେପିରେ ଅମରିନ୍ଦର ଯୋଗ ଦେବା ନେଇ ବର୍ତ୍ତମାନ ଚର୍ଚ୍ଚା…

ଦିଲ୍ଲୀରେ ୪ ମହଲା କୋଠା ଭୁଶୁଡିଲା

ନୂଆଦିଲ୍ଲୀ:  ଦିଲ୍ଲୀର ସବଜୀମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଘଟଣାସ୍ଥଳରୁ  ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ସେଠାରେ ଫସି ରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ଜରିମାନା ଗଣିବ

ନୂଆଦିଲ୍ଲୀ: ଏଣିକି ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏନେଇ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଘୋଷଣା କରିଛି । ନୂଆ ସଂଶୋଧନ ଅନୁଯାୟୀ ଶବ୍ଦ ପ୍ରଦୂଷଣ ହେତୁ ଲୋକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ। ନିର୍ଦ୍ଧାରିତ ସମୟ ପରେ…

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଲୋଧି ରୋଡରେ ଥିବା ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ ୬ଟି ଦମକଳ ଗାଡି। ତେବେ ନିଆଁକୁ ଆୟତ୍ତ କରିବାରେ ୧୫ ରୁ ୨୦ ମିନିଟ ସମୟ ଲାଗିଥିଲା । ପାର୍କିଂ ଅଞ୍ଚଳରେ ଥିବା…

ଦିଲ୍ଲୀରେ ୬୦ କିମିରୁ ସର୍ବାଧିକ ସ୍ପିଡରେ ଗାଡି ଚଲେଇବାକୁ ବାରଣ

ନୂଆଦିଲ୍ଲୀ: ଜନସାଧାରଣଙ୍କ ଜୀବନ ରକ୍ଷା ଓ ଦୁର୍ଘଟଣା ହ୍ରାସ କରିବା ପାଇଁ ଗାଡିର ସର୍ବାଧିକ ସ୍ପିଡ ନିୟମରେ କଟକଣା ଲଗାଇଛି ଦିଲ୍ଲୀ ଟ୍ରାଫିକ ପୁଲିସ୍। ପୁଲିସ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦିଲ୍ଲୀରେ ଚାଲୁଥିବା ସମସ୍ତ ଯାତ୍ରୀବାହୀ କାର୍‌ର ସର୍ବାଧିକ ସ୍ପିଡ ୭୦ କିମି ରହିବ।…

ଦିଲ୍ଲୀ ଷ୍ଟେସନରେ ସ୍ୱୟଂଚାଳିତ ଡଷ୍ଟବିନ ଲାଗିବ

ନୂଆଦିଲ୍ଲୀ: ସ୍ୱଚ୍ଛତା ବଜାୟ ରଖିବା ପାଇଁ ରେଳ ଷ୍ଟେସନରେ ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଦିଲ୍ଲୀ ସରକାରଙ୍କ ଯୋଜନା । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର…

ପିଲାମାନଙ୍କଠାରେ କୋଭାକ୍ସିନ୍ ଟିକାର ପରୀକ୍ଷଣ: ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ କୋଭାକ୍ସିନ୍ ପରୀକ୍ଷଣ ପାଇଁ ସ୍କ୍ରିନିଂ ଆରମ୍ଭ ହେବ। ଆଜିଠାରୁ ଦିଲ୍ଲୀ ଏମ୍ସରେ ପିଲାମାନଙ୍କ ଶରୀର ଉପରେ କରୋନା କୋଭାକ୍ସିନର ଟିକା ପରୀକ୍ଷଣ ଆରମ୍ଭ ହୋଇଛି।  ଏହି ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬ ଜଣ…

ରେସ୍‌ଲର୍‌ ସୁଶୀଲ କୁମାର ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ :  ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି । ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର ମଙ୍ଗଳବାର ଅନେଇ ସୂଚନା ଦେଇଛନ୍ତି । ସୁଶୀଲଙ୍କ ବିରୋଧରେ ଏଫ୍ଆଇଆର୍…
ବ୍ରେକିଂ