Browsing Tag

diesel petrol price hike

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୭ ଟପିଲା

ଭୁବନେଶ୍ୱର:  ଦେଶରେ ବେଲଗାମ ତୈଳ ଦର। ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ ଓ ଡିଜେଲ ଦର।  ଆଜି ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି। କିନ୍ତୁ ଓଡ଼ିଶାର ରାଜଧାନୀରେ ତୈଳଦର ମହଙ୍ଗା ହୋଇଛି। ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧି କ୍ରମାଗତ ଚତୁର୍ଥ ଦିନ ହାର ବୃଦ୍ଧି ପାଇଥିବାରୁ ଅକ୍ଟୋବର ୯ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି…

ଓଡିଶାରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୮ ପଇସା ବଢ଼ି ୯୬ ଟଙ୍କା ୧୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୧ ପଇସା ବଢ଼ି ୯୪ ଟଙ୍କା ୦୬ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ…

ରାଜ୍ୟସଭାରେ ତୈଳ ଦର ତାତି

ନୂଆଦିଲ୍ଲୀ : ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ରାଜ୍ୟସଭାରେ ଉଠିଲା ତୈଳ ଦର ବୃଦ୍ଧି ପ୍ରସଙ୍ଗ। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେ ଶୂନ୍ୟକାଳ ନିଲମ୍ବିତ…

ପୁଣି ବଢ଼ିଲା ତେଲ ଦର : ମାଲକାନଗିରିରେ ପେଟ୍ରୋଲ ଲିଟର ସର୍ବାଧିକ ୯୬.୩୧ ଟଙ୍କା

ଭୁବନେଶ୍ୱର: ଦେଶରେ ବେଲଗାମ ହେଉଛି ତୈଳ ଦର। ଦେଶରେ ତେଲ ଦର ଦୁଇଦିନ ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୯୬.୩୧ ଟଙ୍କା ଏବଂ ୯୩.୧୩ ଟଙ୍କାରେ ପହଞ୍ଚିଛି।…

ତୈଳ ବଜାର ଦରରେ ନିଆଁ, ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୩୮ ପଇସା

ଭୁବନେଶ୍ୱର: ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୩୮ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୨ ଟଙ୍କା ୬୮ ପଇସାରେ ପହଁଚିଛି। ଅନ୍ତର୍ଜାତୀୟ ବଜାରରେ କଞ୍ଚାତେଲର…

ତୈଳ ବଜାରରେ ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ଘରୋଇ ବଜାରରେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ୨ ଦିନର ସ୍ଥିରତା ପରେ ଲଗାତାର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୨.୨୮ ଟଙ୍କା ହୋଇ ରେକର୍ଡ ସ୍ତରରେ…

ପୁଣି ବଢିଲା ତେଲ ଦର : ଭୁବନେଶ୍ୱରରେ ୮୬, ମାଲକାନିଗିରିରେ ୯୧ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ପୁଣି ବଢିଲା ତୈଳ ଦର। ତେଳ ଦର ଦୁଇ ଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ…

ଆଜି ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି

ନୂଆଦିଲ୍ଲୀ : ପୁଣି ତୈଳ ବଜାରରେ ନିଆଁ । ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଛି। ଆଜି ଡିଜେଲର ମୂଲ୍ୟ 24 ରୁ 25 ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ 22 ରୁ 25 ପଇସା ବୃଦ୍ଧି ପାଇଛି। ମଙ୍ଗଳବାର…

ଆଜି ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ : ପୁଣି ମହଙ୍ଗା ହେଲା ତୈଳ ଦର ।  ଆଜି ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଛି। ଲଗାତାର ତିନି ଦିନ ମୂଲ୍ୟ ସ୍ଥିର ରହିବା ପରେ ସୋମବାର ଦିନ ପୁଣିଥରେ ତୈଳ ଦର ବୃଦ୍ଧି କରାଯାଇଛି। ଆଜି ଡିଜେଲର ମୂଲ୍ୟ 24 ରୁ 27 ପଇସା ଏବଂ ପେଟ୍ରୋଲର ମୂଲ୍ୟ 23…
ବ୍ରେକିଂ