Browsing Tag

editorial pragativadi

କରୋନା ପରବର୍ତ୍ତୀ ଆଶାର ବଜେଟ

ପରିସଂଖ୍ୟାନ ନିରାଶା ବା ଆଶ୍ୱସ୍ତି ସୃଷ୍ଟି କରିପାରେ । ସେହି ହିସାବରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିଥିବା କରୋନା ପରବର୍ତ୍ତୀ ବଜେଟରେ ଯେ, ମହାମାରୀ ସମୟରେ ଓଡ଼ିଶାର ଆର୍ଥିକ ସଂକୋଚନ ଜାତୀୟ ସ୍ତର ତୁଳନାରେ କମ ହୋଇଥିବା ଦାବି କରିବା ସହ  ଆଗାମୀ ଆର୍ଥିକ…

ମାନଚିତ୍ର ସଂସ୍କାର

କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷଣା ଅନୁସାରେ କୋହଳ ହୋଇଥିବା ଦେଶର ଭୂସ୍ଥାନିକ ତଥ୍ୟ ନୀତି ଜାତୀୟ ଜୀବନ ଓ ସକ୍ରିୟତାର ଅନେକ କ୍ଷେତ୍ର ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ନୂଆ ବ୍ୟବସ୍ଥା ଦ୍ବାରା ଭୂସ୍ଥାନିକ ତଥ୍ୟର ଅର୍ଜନ ଓ ପ୍ରଯୋଜନା ଆଉ ପରିସୀମା ଓ ବହିଃସ୍କରଣର…

ଶ୍ରୀଲଙ୍କା ସମ୍ପର୍କରେ ପୁନର୍ବାର ସନ୍ଦେହ

ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କର ଶ୍ରୀଲଙ୍କା ଗସ୍ତରୁ ସ୍ପଷ୍ଟ ହୋଇଯାଇଛି ଯେ, ମୁଖ୍ୟ ପ୍ରସଙ୍ଗ ଗୁଡିକ ଉପରେ ଦୁଇଦେଶ ମଧ୍ୟରେ ମତଭେଦ ଲାଗି ରହୁଛି  ।  କେବଳ ଗୋଟିଏ ବିଷୟରେ ଉଭୟ ପକ୍ଷ ସହମତ ଥିବା ଜଣାପଡୁଛି, ତାହାହେଲା କରୋନା ମୁକାବିଲାରେ ପାରସ୍ପରିକ ସହଯୋଗ…

ବାର୍ଡଫ୍ଲୁ ବିପଦ

ଭାରତ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଏମାସରେ ଟିକାଦାନ କାର୍ଯ୍ୟକ୍ରମ  ଆରମ୍ଭ କରିବାକୁ  ଯାଉଥିବା ବେଳେ ବାର୍ଡଫ୍ଲୁ କେତେକ ରାଜ୍ୟରେ ପହଞ୍ଚିଥିବା ଚିନ୍ତାର ବିଷୟ । ଦେଶର କେତୋଟି ରାଜ୍ୟରେ ସମୂହ ପକ୍ଷୀ ମୃତ୍ୟୁ ଘଟିଥିବା ପ୍ରକାଶ ପାଇଛି । ହିମାଚଳ ପ୍ରଦେଶରେ ବାହାରୁ ଆସିଥିବା…

ବିଜେପିର ବଙ୍ଗ ଅଭିଯାନ 

କିଛିଦିନର ଅସୁସ୍ଥତା ପରେ ସକ୍ରିୟ ହୋଇଥିବା ବିଜେପିର ଦ୍ବିତୀୟ ପ୍ରଧାନ ନେତା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ପଶ୍ଚିମବଙ୍ଗ ଗସ୍ତରୁ ସ୍ପଷ୍ଟ ହୋଇଯାଇଛି ଯେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ମୁକାବିଲା ଆରମ୍ଭ ହୋଇଯାଇଛି । ଦଳର ସଭାପତି ପଦ…

ଚୀନ ଯୋଗୁଁ ସାମୁଦ୍ରିକ କମାଣ୍ଡ ଗଠନ

ସୀମାରେ ଚୀନର ଉଗ୍ରଭାବ ପ୍ରଦର୍ଶନ ଓ ଭାରତ ମହାସାଗରରେ ତା’ର ପ୍ରଭାବ ବୃଦ୍ଧି ନରେନ୍ଦ୍ର ମୋଦି ସରକାରଙ୍କୁ ନିଜର ପ୍ରତିରକ୍ଷା ପ୍ରସ୍ତୁତି ବଢାଇବା ଲାଗି ବାଧ୍ୟ କରିଛି । ଭାରତ ସ୍ଥଳଭାଗ, ସମୁଦ୍ରପଥ ଓ  ଆକାଶରେ ନିଜର ସୁରକ୍ଷା ବ୍ୟବସ୍ଥା ବଢାଉଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ନୂଆଦିଲ୍ଲୀ…

ସଂସଦର ଶୀତ ବୈଠକ ବାତିଲ ଦୁଃଖଦାୟକ 

ସଂସଦର ଶୀତକାଳୀନ ଅଧିବେଶନକୁ ଏଡାଇ ଦିଆଯିବା ଦୁର୍ଭାଗ୍ୟଜନକ। ପାରମ୍ପରିକ ବାର୍ଷିକ ଶୀତ ଅଧିବେଶନ ଏଥର ଡକାନଯିବାର କୌଣସି ଯଥାର୍ଥ କାରଣ ନାହିଁ। କରୋନା ମହାମାରୀ ଯୋଗୁଁ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ପ୍ରତିନିଧି ସଭା ବୈଠକ ଆହୂତ ନହେବା ଯୁକ୍ତି ସଂଗତ ନୁହେଁ ।…

ଆୟୁର୍ବେଦ ଅସ୍ତ୍ରୋପଚାରକୁ ବିରୋଧ

କରୋନା ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ଅକ୍ଲାନ୍ତ ପରିଶ୍ରମକୁ ସରକାର ସ୍ବୀକୃତି ଦେଇଛନ୍ତି । ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଏଥିଲାଗି ସେମାନଙ୍କ ପାଇଁ ଅଧିକ ସାହାଯ୍ୟ ଓ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଗତ ମାର୍ଚ୍ଚରେ କରୋନା ମୁକାବିଲା କାର୍ଯ୍ୟକ୍ରମ ଆରମ୍ଭ ହେଲା ବେଳେ…

ଭାରତର ଜଳବାୟୁ ଦାୟିତ୍ବ

ଜଳବାୟୁ ପରିବର୍ତ୍ତନ ପ୍ରତିକାର କାର୍ଯ୍ୟକ୍ରମରେ ଭାରତର ସକ୍ରିୟତାକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିଛି। ଚଳିତ ସପ୍ତାହରେ ଜର୍ମାନୀରେ ପ୍ରକାଶ କରାଯାଇଥିବା ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ସମ୍ପାଦନ ସୂଚୀରେ ଭଲ କାମ କରୁଥିବା ସର୍ବୋଚ୍ଚ ୧୦ଟି ରାଷ୍ଟ୍ରର ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ…
ବ୍ରେକିଂ