ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବୃଦ୍ଧି
ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ବାହାରେ ବୋମା ଭୟ ବିବାଦ ମହାରାଷ୍ଟ୍ରର ତ୍ରିଦଳୀୟ ଏମଭିଏ ମେଣ୍ଟ ସରକାର ପାଇଁ ଗୋଟିକ ପରେ ଗୋଟିଏ ବିପଦ ଆଣିଦେଉଛି। ଏଥିରେ କେତେକ ପୋଲିସ କର୍ମକର୍ତ୍ତା ବଳି ପଡ଼ିଥିବାବେଳେ ଆଗାମୀ ଦିନରେ ହୁଏତ ଆଉ କେତେକ ଏହାର ଶିକାର ହୋଇପାରନ୍ତି। କିନ୍ତୁ ବଡ଼…