Browsing Tag

Elephants ventures into road

ରାଜରାସ୍ତାରେ ହାତୀ,ଲୋକେ ଭୟଭୀତ

ବାରିପଦା: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ହାତୀପଲ । ରାଜରାସ୍ତାରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଛି ଏକ ଦନ୍ତା ହାତୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବୈଶିଙ୍ଗାରୁ ମାଣିତ୍ରୀକୁ ଯାଇଥିବା ରାସ୍ତାର ମୋହନପୁରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ଏହି…
ବ୍ରେକିଂ