Browsing Tag

entertainment

ବିଶ୍ୱ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କୁ ଚେସରେ ଟକ୍କର ଦେବେ ଆମୀର ଖାନ

ମୁମ୍ବାଇ : ବଲିଉଡର ସୁପରଷ୍ଟାର ଆମୀର ଖାନ ଖୁବ ଶୀଘ୍ର ପାଞ୍ଚ ଥର ବିଶ୍ୱ ଚାମ୍ପିୟନ୍ ହୋଇଥିବା ବିଶ୍ୱନାଥନ ଆନନ୍ଦଙ୍କ ସହ ଚେସ୍ ଖେଳିବେ। Chess.Com India ଦ୍ୱାରା ଏନେଇ ସୂଚନା ଦିଆଯାଇଛି । ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଜୁନ୍ ୧୩ ରେ ହେବ। ଏହି ପରିପ୍ରେକ୍ଷୀରେ Chase.com ଇଣ୍ଡିଆ…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ:  ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି ବିବାଦ ।  କୋଲକାତା ଉଲଟାଡାଙ୍ଗା ଥାନାନରେ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଟିଏମସି ନେତା ରିଜୁ ଦତ୍ତ କଙ୍ଗନାଙ୍କ ବିରୋଧରେ ଏହି ଏଫ୍ଆଇଆର୍ ଦାଖଲ କରିଛନ୍ତି। କଙ୍ଗନା  ହିଂସାକୁ ଉସୁକାଇବା ଭଳି ମତ…

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ

ମୁମ୍ବାଇ:  ନିଜର ବିବାଦିୟ ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରାଯାଇଛି। ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ ଟ୍ୱିଟର କଙ୍ଗନାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛି।…

ଏପ୍ରିଲ ୨୨ରେ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟାଙ୍କ ବିବାହ

ନୂଆଦିଲ୍ଲୀ: ପୁର୍ନ ବିବାହ କରିବାକୁ ଯାଉଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ଜ୍ଵାଲା ଗୁଟ୍ଟା।  ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ ଶୀଘ୍ର ହାତକୁ ଦି ହାତ ଯାଉଛନ୍ତି ଜ୍ୱାଲା ଗୁଟ୍ଟା । ଏହି ଖୁସି ଖବର ସେ ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି । ଆସନ୍ତା ୨୨ ତାରିଖରେ…

‘ଡ୍ୟାନ୍ସ ଦିବାନେ-୩’ର ଜଜ ଧର୍ମେଶ ୟେଲାଣ୍ଡେ କରୋନା ସଂକ୍ରମିତ

ମୁମ୍ବାଇ : ଟିଭି ରିଆଲିଟି ଶୋ’ 'ଡ୍ୟାନ୍ସ  ଦିବାନେ-୩' ର ଜଜ ଧର୍ମେଶ ୟେଲାଣ୍ଡେ କରୋନାରେ ସଂକ୍ରମିତ ହୋଇଛନ୍ତି। ଅତୀତରେ, ଶୋ’ର ୧୮ ଜଣ କ୍ରୁ ସଦସ୍ୟ କୋଭିଡ ପଜିଟିଭ ବୋଲି ଜଣାପଡିବା ପରେ, ଶୋ’ ସହିତ ଜଡିତ ଅନ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଧର୍ମେଶ ୟେଲାଣ୍ଡେ ଏବଂ…

ବଲିଉଡ ଗାୟକ ବପ୍ପି ଲହରି କରୋନା ସଂକ୍ରମିତ

ମୁମ୍ବାଇ : ବଲିଉଡର କିମ୍ବଦନ୍ତୀ ଗାୟକ ବପ୍ପି ଲହରି କରୋନାରେ ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବପ୍ପି ଲହରିଙ୍କ ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ବପ୍ପି ଦା'ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି ।…

ଆତ୍ମହତ୍ୟା କଲେ ଅଭିନେତା ସନ୍ଦୀପ ନହର, ଭିଡିଓ ସେୟାର କରି କହିଲେ କାରଣ

ମୁମ୍ବାଇ : କେସରୀ ଏବଂ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ଦୀପ ଫେସବୁକରେ ଏକ ଆତ୍ମହତ୍ୟା ନୋଟ୍ ସେୟାର କରି ନିଜର କିଛି ବ୍ୟକ୍ତିଗତ ଅସୁବିଧା ହେତୁ ଆତ୍ମହତ୍ୟା କରୁଥିବା ସୂଚନା ଦେଇଛନ୍ତି। ସେ…

ୟୁଟୁବ୍ ଆଣିଛି ନୂଆ ଫିଚର୍ , ଟିକଟିକ୍ ପରି କରିପାରିବେ ଭିଡିଓ

ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ସଭିଏଁ ନିଜ କଳାକୃତିକୁ ନିଜ ମୋବାଇଲରେ ଉତ୍ତଳୋନ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡି ଦର୍ଶକଙ୍କ ପ୍ରଶଂସା ସାଉଁଟୁଛନ୍ତି । ଲୋକମାନେ ନିଜର ବ୍ୟସ୍ତବୋହୁଳ ଜୀବନରେ ଖୁବ କମ୍ ସମୟ ମଧ୍ୟରେ ଛୋଟ ଛୋଟ ଭିଡିଓକୁ ଦେଖି ଏଣ୍ଟରଟେନ ହେଉଛନ୍ତି ।…
ବ୍ରେକିଂ