Browsing Tag

fuel price hike

ଏପ୍ରିଲ ମାସରୁ କମିବ ତେଲ ଦର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦେଶରେ ଆକାଶ ଛୁଆଁ ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସରୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍ । ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୀତ ସରିଗଲେ ଇନ୍ଧନର ଚାହିଦା କମିଯିବ, ଦାମ୍ ହ୍ରାସ ପାଇବ ବୋଲି ସେ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲିୟମ ସାମଗ୍ରୀର ଦାମର…

ଦେଶରେ କାହିଁକି ବଢୁଛି ତୈଳ ଦର ? ତଥ୍ୟ ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ତୈଳ ଦର । ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସେ କହିଛନ୍ତି ଦେଶରେ ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜନୈତିକ…

ପୁଣି ବଢ଼ିଲା ତେଲ ଦର : ମାଲକାନଗିରିରେ ପେଟ୍ରୋଲ ଲିଟର ସର୍ବାଧିକ ୯୬.୩୧ ଟଙ୍କା

ଭୁବନେଶ୍ୱର: ଦେଶରେ ବେଲଗାମ ହେଉଛି ତୈଳ ଦର। ଦେଶରେ ତେଲ ଦର ଦୁଇଦିନ ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୯୬.୩୧ ଟଙ୍କା ଏବଂ ୯୩.୧୩ ଟଙ୍କାରେ ପହଞ୍ଚିଛି।…

ତୈଳ ଦର ବୃଦ୍ଧି ପ୍ରତିବାଦ: ସାଇକେଲ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଶହେ ଟଙ୍କା ପାଖାପାଖି ହେଲାଣି ପେଟ୍ରୋଲ ଓ ଡିଜେଲ ଦାମ୍ । ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଇକେଲ୍ ଚଳାଇ ବିଧାନସଭା ଆସିଥିଲେ ।…
ବ୍ରେକିଂ