Browsing Tag

Ganja seized

କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା କାକଲପଡା ଗ୍ରାମ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ମାଛକୁଣ୍ଡ ଓ ଲମତାପୁଟ ପୋଲିସ୍‌ର ମିଳିତ ଚଢାଉ ବେଳେ କାର୍‌ ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି ।  ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ । ସେପଟେ ଚଢାଉ ବେଳେ କାର୍ ଛାଡ଼ି ଚମ୍ପଟ…

ଗଞ୍ଜାମରୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ପୁଣି ଏକ ବଡ଼ ଧରଣର ସଫଳତା । ପାଟପୁର ଥାନା ଅନ୍ତର୍ଗତ ମୋହିବିଲ ଗାଁ ଏବଂ ଘାସିଆମ୍ବ ଗାଁରେ ଘର ଭିତରେ ଗଞ୍ଜେଇ ଲୁଚାଇ ରଖିଥିଲେ । ହେଲେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରି ପାଖାପାଖି ଦଶଟି ଘରୁ ଆଠ କୁଇଣ୍ଟାଲରୁ…

ଗୁଣପୁରରୁ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୁନିଗୁଡ଼ା : ରାୟଗଡାରେ ଜିଲ୍ଲା ଗୁଣପୁର ଅଞ୍ଚଳରୁ ୧୫୦ କେଜିର ଗଞ୍ଜେଇ ଜବତ ହୋଇଛି । ଏଥିସହ ଜଣକୁ ଗିରଫ କରିଛି  ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ରଘୁନାଥ ମାଝି ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ମିଳିଛି ।…

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ୪ ଗିରଫ

ଲମତାପୁଟ: ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଆନ୍ଧ୍ରରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଜବତ କରିଛି ମାଛକୁଣ୍ଡ ପୋଲିସ । ଘଟଣାରେ  ୪ ଜଣଙ୍କୁ ଗିରଫ କରାଯାଇଛି  ।  ଏହା ସହ ୭ଟି ମୋବାଇଲ୍ ଫୋନ୍, ଗାଡ଼ି କାଗଜପତ୍ର ଓ ୪ ହଜାର ଟଙ୍କା ଜବତ କରିଛି ପୋଲିସ। ଜବତ…

ରାୟଗଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ,ଜଣେ ଗିରଫ

ମୁନିଗୁଡା:  ରାୟଗଡାରୁ  ୧୦୦୮ କେଜିର ଗଞ୍ଜେଇ ଜବତ । ଜଣକୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପଦ୍ମପୁର ପୋଲିସ । ତେବେ ଜବତ ଗଞ୍ଜେଇର  ଆନୁମାନିକ ମୁଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ  । ମିଳିଥିବା ସୂଚନା ଅନୁଯାୟୀ ଆଜି କେନ୍ଦୁଗୁଡା ନିକଟରେ ଗାଡିମଟର ଯାଞ୍ଚ ସମୟରେ ସନ୍ଦେହ କରି ଗୋଟିଏ…

୧୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ ନିକଟରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ଏକ ବୋଲେରୋ ମଧ୍ୟ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ଗିରଫ କରାଯାଇଛି । କୌଣସି…

ଗଞ୍ଜାମରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଭଞ୍ଜନଗର:  ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଡାଳଖାଇ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ ଜବତ । ଏଥିସହ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଜଣକ ଆର ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ । ସୂଚନା…

ଜୟପୁରରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର: ଜୟପୁର ପୋଲିସକୁ ସଫଳତା । ପୁଣିଥରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ଜୟପୁର ସଦର ପୋଲିସ । ଏଥିସହ ସେମାନଙ୍କଠାରୁ ଗୋଟିଏ ଟ୍ରକ୍ , କାର୍, ବାଇକ୍ ଓ ୪ଟି ମୋବାଇଲ୍ ସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି ପୋଲିସ ।…

କୋରାପୁଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ ।  କୋରାପୁଟ ଜିଲ୍ଲା ଜୟପୁରରେ ଏକ କଦଳୀ ବୋଝେଇ ଗାଡ଼ିରୁ ଏକ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ଜୟପୁର ପୋଲିସ । ତେବେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ କଦଳୀ…

ଗଜପତିରୁ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ଜରଉ ଘାଟି ନିକଟରୁ ୬ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ଥିବା ଜଣାପଡିଛଇ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ମୋହନା ପୋଲିସର ପାଟ୍ରୋଲିଂ ସମୟରେ ଜରଉ ଘାଟିରୁ…
ବ୍ରେକିଂ