Browsing Tag

Hirakud dam releases water

ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲିବ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ତେଣୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦିନ ୩ଟା ସମୟରେ ପ୍ରଥମେ ସାଇରନ୍ ବାଜିବ । ସାଇରନ…

ହୀରାକୁଦ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର : ହୀରାକୁଦ ଡ୍ୟାମରୁ ୮ଟି ଗେଟ ଯୋଗେ ବନ୍ୟା ଜଳ ନିଷ୍କାସନ ହେଉଛି । ପୂର୍ବରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଶୁକ୍ରବାର ସକାଳ ମଧ୍ୟରେ ୬ଟି ଗେଟକୁ ପର୍ୟ୍ୟାୟ କ୍ରମରେ ବନ୍ଦ କରି ଦିଆଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୮ଟି ଗେଟ ଜରିଆରେ ଜଳ…

ହୀରାକୁଦରେ ୧୦ଟି ଗେଟ ଦେଇ ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦରେ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଚାଲିଛି  । ପୂର୍ବରୁ ୪ଟି ଗେଟ୍ ରେ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସକାଳ ଠାରୁ ୩ ଟି ପର୍ଯ୍ୟାୟରେ ୬ଟି ଗେଟ ଖୋଲିଛି । ବର୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଡ୍ୟାମର ସର୍ବାଧିକ ୬୩୦ ଫୁଟ ଜଳଧାରଣା କ୍ଷମତା…
ବ୍ରେକିଂ