Browsing Tag

Hirakud Dam

ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌ ବନ୍ଦ

ସମ୍ବଲପୁର : ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌ ।  ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କଲା ଜଳସଂପଦ ବିଭାଗ । ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୯.୩୩ ଫୁଟ୍ ରହିଛି। ରବିବାର ହୀରାକୁଦ ବନ୍ଧରୁ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ…

ହୀରାକୁଦର ଆଉ ୫ଟି ଗେଟ୍ ବନ୍ଦ ,୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ଘଟିଛି । ତେଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ମଧ୍ୟ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୫ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୪ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି ।  ସକାଳ ୬ଟା ସୁଦ୍ଧା…

ହୀରାକୁଦ ଡ୍ୟାମରେ ଆଉ ୪ଟି ଗେଟ୍ ଖୋଲିଲା, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର :  ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା ।  ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।  ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଛି ।…

ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ ଖୋଲିଲା

ସମ୍ବଲପୁର :  ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବାମ ପାର୍ଶ୍ଵରେ ୯ ଏବଂ ଡାହାଣ ପାର୍ଶ୍ଵରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ…

ହୀରାକୁଦରେ ଆଉ ୪ ଗେଟ୍‌ ବନ୍ଦ, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦରେ ଖୋଲାଥିବା ୧୨ଟି ଗେଟ୍‌ରୁ ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି । ବର୍ତ୍ତମାନ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଉପରମୁଣ୍ଡରୁ ଜଳପ୍ରବାହ ହ୍ରାସ ପାଉଥିବାରୁ ପର୍ଯ୍ୟାୟ କ୍ରମେ ଜଳଭଣ୍ଡାର ଗେଟ୍ ବନ୍ଦ କରାଯାଇଛି। ହୀରାକୁଦରେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୨୮.୩୩…

ବଢ଼ୁଛି ହୀରାକୁଦର ଜଳସ୍ତର, ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର : ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଦେବାରେ ଲାଗିଛି । ବର୍ତ୍ତମାନ ହୀରାକୁଦରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପଟ ସ୍ପିଲୱେର ୧୬ଟି ଓ ଡାହାଣପଟ ସ୍ପିଲୱେର ୮ ଗେଟ୍ ଖୋଲା ଯାଇଛି। ସକାଳ ୬ ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ…

ହୀରାକୁଦରେ ୨୮ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦରେ ବଢୁଛି ଜଳସ୍ତର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ୬ଟି ଗେଟ୍ ଖୋଲିଥିଲା ବେଳେ ବୁଧବାର ବିଭିନ୍ନ ପର୍ଯ୍ୟାୟରେ ଆଉ ୨୨ଟି…

ହୀରାକୁଦ ଡ୍ୟାମ୍‌ର ଆଉ ୬ ଗେଟ୍ ଖୋଲିଲା

ଭୁବନେଶ୍ୱର:  ହୀରାକୁଦ ଡ୍ୟାମ୍‌ର ଆଉ ୬ ଗେଟ୍ ଖୋଲାଯାଇଛି ।  ଉପରମୁଣ୍ଡରେ ବର୍ଷା ଯୋଗୁ ଆଉ ୬ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ । ଗତକାଲି ଜଳପତ୍ତନ ବୃଦ୍ଧି ପାଇବା ଯୋଗୁଁ ୬ଟି ଗେଟ ଖୋଲାଯାଇଥିଲା । ବର୍ତ୍ତମାନ…

ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିଲା

ସମ୍ୱଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା ।  ତେଣୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଡ୍ୟାମ୍ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଦୁଇଟି ଗେଟ୍‌ ଖୋଲାଯାଇଥିଲା। ପରେ ୩…

ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲିବ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ତେଣୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦିନ ୩ଟା ସମୟରେ ପ୍ରଥମେ ସାଇରନ୍ ବାଜିବ । ସାଇରନ…
ବ୍ରେକିଂ