Browsing Tag

Hirakud Dam

ହୀରାକୁଦ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର : ହୀରାକୁଦ ଡ୍ୟାମରୁ ୮ଟି ଗେଟ ଯୋଗେ ବନ୍ୟା ଜଳ ନିଷ୍କାସନ ହେଉଛି । ପୂର୍ବରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଶୁକ୍ରବାର ସକାଳ ମଧ୍ୟରେ ୬ଟି ଗେଟକୁ ପର୍ୟ୍ୟାୟ କ୍ରମରେ ବନ୍ଦ କରି ଦିଆଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୮ଟି ଗେଟ ଜରିଆରେ ଜଳ…

ହୀରାକୁଦରେ ୧୦ଟି ଗେଟ ଦେଇ ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦରେ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଚାଲିଛି  । ପୂର୍ବରୁ ୪ଟି ଗେଟ୍ ରେ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସକାଳ ଠାରୁ ୩ ଟି ପର୍ଯ୍ୟାୟରେ ୬ଟି ଗେଟ ଖୋଲିଛି । ବର୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଡ୍ୟାମର ସର୍ବାଧିକ ୬୩୦ ଫୁଟ ଜଳଧାରଣା କ୍ଷମତା…

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଲା ୪ଟି ଗେଟ । ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ପାଇଁ ଏହି ୪ଟି ଗେଟକୁ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅଧିକ ଜଳ ପଶୁଛି । ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର…

ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲିଲା

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବାମ ପଟର ୨ଟି ସ୍ଲୁଇସ୍ ଗେଟ ଦେଇ ନିସ୍କାସିତ ହେଉଛି ଜଳ । ଗେଟ୍ ଖୋଲିବା ନେଇ ହୀରାକୁଦ କର୍ତ୍ତୃପକ୍ଷୃ ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ…

ଆସନ୍ତା ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ । ହୀରାକୁଦ ଡ୍ୟାମ କତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।  ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି । କେତୋଟି ଗେଟ ଖୋଲିବ ଏଯାଏଁ ସ୍ପଷ୍ଟ କରାଯାଇ…
ବ୍ରେକିଂ