Browsing Tag

IND Vs NZ

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ନ୍ୟୁଜିଲାଣ୍ଡ୍‌କୁ ୩-୨ ରେ ହରାଇ ଭାରତର ଅଭିଯାନ ଆରମ୍ଭ

ଟୋକିଓ : ଟୋକିଓ ଅଲିମ୍ପିକ୍ସର ପୁରୁଷ ହକିରେ ଭାରତର ପ୍ରଥମ ବିଜୟ । ଗ୍ରୁପ୍‌ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ହରାଇଲା ଭାରତ ।  ରବିବାର ଦ୍ୱିତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଭାରତର ହରମନପ୍ରୀତ ଦୁଇଟି ଗୋଲ ଦେଇଥିଲେ । ସେହିପରି ରୁପେନ୍ଦ୍ର ପାଲ ସିଂହ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ବର୍ଷା ଯୋଗୁଁ ଚତୁର୍ଥ ଦିନ ଖେଳ ବାତିଲ

ସାଉଥାମ୍ପଟନ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ର ଚତୁର୍ଥ ଦିନରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ।  କ୍ରମାଗତ ବର୍ଷା ହେତୁ ଚତୁର୍ଥ ଦିନର ମ୍ୟାଚ ବାତିଲ ହୋଇଛି  । ସାଉଥାମ୍ପଟନରେ ଆଜି ସକାଳୁ ବର୍ଷା ଲାଗିରହିଥିଲା, ଯାହା ଖେଳ…

୨୧୭ ରନରେ ବିରାଟ ବାହିନୀ ଅଲଆଉଟ୍

ସାଉଥାମ୍ପଟନ: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ନିରାଶଜନକ ଖେଳିଛି ଟିମ୍‌ ଇଣ୍ଡିଆର । ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତଙ୍କ ଭଳି ଅନେକ ତାରକା ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ମାତ୍ର ୨୧୭ ରନ୍‌ରେ ଅଟକି ଯାଇଛି…

ହାର୍ଡ କ୍ୱାରେନଣ୍ଟାଇନରେ ଟିମ୍ ଇଣ୍ଡିଆ

ସାଉଥାମ୍ପଟନ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ କ୍ୱାରେଣ୍ଟିନରେ ରଖାଯାଇଛି। ଏପରି କି ସାଥି ଖେଳାଳିଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ। ଭାରତୀୟ…
ବ୍ରେକିଂ