Browsing Tag

Independence Day 2021

ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ:  ଆଜି ଦେଶ ପାଳୁଛି ୭୫ତମ ସ୍ଵାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ଵାଧୀନତାର ଅମୃତ ମହୋତ୍ସବ ନୂଆ ଶକ୍ତି ସଞ୍ଚାର କରୁ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ଵିଟ କରି ଲେଖିଛନ୍ତି, "୭୫ତମ ସ୍ୱାଧୀନତା…

ପ୍ଲାଷ୍ଟିକ ପତାକା ବ୍ୟବହାର ବନ୍ଦ କରିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ

ନୂଆଦିଲ୍ଲୀ: ଦେଶର ବ୍ୟବହାର କରାଯିବ ନାହିଁ ପ୍ଲାଷ୍ଟିକ ତ୍ରିରଙ୍ଗା ପତାକା।  ପ୍ଲାଷ୍ଟିକ ତ୍ରିରଙ୍ଗା ପତାକା ବ୍ୟବହାର ବନ୍ଦ କରିବାକୁ ଆଜି ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ ଦେଇଛି।,ସ୍ୱାଧୀନତା ଦିବସ ପୂର୍ବରୁ ପ୍ଲାଷ୍ଟିକରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାରକୁ…

କୋଭିଡ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ

 ଭୁବନେଶ୍ୱର: କୋଭିଡ୍  କଟକଣା ମଧ୍ୟରେ ଏଥର ପାଳନ ହେବ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ । ସୂଚନା ଓ…

ଆଜି ଠାରୁ ୧୫ ଅଗଷ୍ଟ ଯାଏଁ ଲାଲ୍ କିଲା ବନ୍ଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲ୍ କିଲା ବନ୍ଦ । ସ୍ୱାଧୀନତା ଦିବସର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜିଠୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଲାଲ୍ କିଲା ଦୁର୍ଗକୁ ପ୍ରବେଶ ପାଇଁ ମନା ହୋଇଛି ।  ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲ୍ କିଲା ରେଡ୍ ଦୁର୍ଗ…
ବ୍ରେକିଂ