Browsing Tag

India vs England

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୩୧୮ ରନର ଟାର୍ଗେଟ

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଇଂଲଣ୍ଡ ସମ୍ମୁଖରେ ୩୧୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍‌ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ…

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟସ୍ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି

ପୁଣେ : ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପ୍ରଥମେ ଭାରତ  ବ୍ୟାଟିଂ କରିବ । ଭାରତ ପାଇଁ ଏହି ମ୍ୟାଚରେ…

ପଞ୍ଚମ ଟି-୨୦, ଭାରତର ରୋମାଞ୍ଚକର ବିଜୟ

ଅହମ୍ମଦାବାଦ :  ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ଭୁବନେଶ୍ବର କୁମାରଙ୍କ ଚମତ୍କାର ସ୍ପେଲ ବଳରେ ଭାରତ ଶନିବାର ଅନୁଷ୍ଠିତ ପଞ୍ଚମ ଟି-୨୦ ମ୍ୟାଚରେ ୩୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୨ରେ ଜିତିନେଇଛି । ଆସନ୍ତା ୨୩ରୁ…

ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ଲଢେଇ, ସିରିଜ୍ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ଅହମ୍ମଦାବାଦ : ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶନିବାର ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମୁକାବିଲା ଖେଳାଯିବ । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଜିତି ସିରିଜରେ ବରାବର ସ୍ଥିତିରେ ରହିଛନ୍ତି। ଏଠାରେ ବିଜୟ ଦଳ ସିରିଜ କବଜା କରିବ। କୋହଲିଙ୍କ ନେତୃତ୍ବାଧିନ ଟିମ ଇଣ୍ଡିଆ ସିରିଜ ଜିତିବା ଲକ୍ଷ୍ୟରେ…

୪ର୍ଥ ଟି-୨୦ : ଭାରତ ୮ ରନରେ ବିଜୟୀ

ଅହମ୍ମଦାବାଦ : ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ସାମଗ୍ରିକ ସଫଳତା ସହାୟତାରେ ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ୮ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ ସ୍ଥିତିକୁ ଆଣିଛି । ସୂର୍ଯ୍ୟକୁମାର ପ୍ଲେୟାର ଅଫ…

ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ : ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ୪ର୍ଥ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ସିରିଜରେ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିବାବେଳେ ଭାରତ ଗୋଟିଏ ମ୍ୟାଚ ଜିତିଛି । ଫଳରେ…

ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦, ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁରୁବାର  ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଭାରତ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୨ରେ ପଛୁଆ ରହିଛି। ଆଉ ଗୋଟିଏ ପରାଜୟ ଭାରତ ହାତରୁ ସିରିଜ ଛଡ଼ାଇନେବ। ତେଣୁ ସିରିଜ ଆଶା…

ଭାରତ-ଇଂଲଣ୍ଡ ତୃତୀୟ ଟି-୨, ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଅହମଦାବାଦ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ଦଳ ପକ୍ଷରୁ ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ । ସେ…

ଆଜି ଭାରତ-ଇଂଲଣ୍ଡ ତୃତୀୟ ଟି-୨୦, ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଦ୍ବିତୀୟ ମ୍ୟାଚ ଜିତି ଭାରତ ପୁରା ଷ୍ଟାଇଲରେ ପ୍ରତ୍ୟାବର୍ତ୍ତନ କରିଛି । ତେବେ ଦ୍ୱିତୀୟ ଟି…

ଡେବ୍ୟୁ ମ୍ୟାଚରେ ଇଶାନ-କୋହଲିଙ୍କ କମାଲ, ଟିମ୍ ଇଣ୍ଡିଆର ଦମଦାର ବିଜୟ

ଅହମ୍ମଦାବାଦ :  ବୋଲରଙ୍କ ସାମଗ୍ରିକ ସଫଳତା, ଡେବ୍ୟୁଟାଣ୍ଟ ଇଶାନ କିଶନ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ  ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି ।  ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସ୍ଥିତିକୁ ଆଣିଛି। ଇଶାନ କିଶନ…
ବ୍ରେକିଂ