Browsing Tag

India

ଜିମ୍ବାୱେର ଷ୍ଟାର ଖେଳାଳି ବ୍ରେଣ୍ଡେନ୍ ଟେଲରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା

ନୂଆଦିଲ୍ଲୀ:  ଜିମ୍ବାୱେର ଷ୍ଟାର ଖେଳାଳି ତଥା କିମ୍ବଦନ୍ତୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡେନ୍ ଟେଲର ରବିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଲର ଆଜି ବେଲଫାଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ସେ…

ଟୋକିଓ ପାରାଲିମ୍ପିକ୍ସ: ସୁହାସ ୟତିରାଜଙ୍କୁ ରୌପ୍ୟ

ଟୋକିଓ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସର ଶେଷ ଦିନରେ ଆଇଏଏସ୍ ଅଫିସର ସୁହାସ ୟାଥିରାଜ  ରୌପ୍ୟ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୪ ବର୍ଗରେ ସେ ରୌପ୍ୟ ପଦକ ଜିତିଛନ୍ତି । ଆଜି ଫାଇନାଲ୍ ମ୍ୟାଚ୍ ରେ ଟପ୍ ସିଡ୍ ତଥା ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ…

ଆଫଗାନିସ୍ତାନ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଦଳୁଥିବା ପରିସ୍ଥିତି ମଧ୍ୟରେ କେନ୍ଦ୍ର ସରକାର ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ତାଲିବାନକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ଏବଂ ଏହାର ଲୋକ ତଥା ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ କରାଯାଇଛି ? ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ସୂଚନା…

ଭାରତରୁ ବିମାନ ଉଡାଣ ଉପରେ କାନାଡା ଆଉ ମାସେ ପ୍ରତିବନ୍ଧକ ଲଗାଇଲା

ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହର ଓ ଭାଇରସର ଡେଲ୍ଟା ଭାରିଆଣ୍ଟ ମାମଲା ବଢ଼ୁଥିବା ଦେଖି କାନାଡା ସରକାର ପୁଣି ଏଭଳି ନିଷ୍ପତ୍ତି ନେଇଛି । ଏହି ଉଡାଣ ସେବାକୁ ଆସନ୍ତା…

ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା

ସାଉଥମ୍ପଟନ :  ସାଉଥମ୍ପଟନ୍‌ର ଏଜିସ୍ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଟାଇଟଲ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ୮ ଓ୍ୱିକେଟରେ ଭାରତକୁ ପରାସ୍ତ  କରିଛି। ଏଥିସହିତ ନ୍ୟୁଜିଲ୍ୟାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ୍ ଜିତିବାରେ ପ୍ରଥମ ଦଳ ହୋଇଛି । ଏଥିସହ…

ପିଲାମାନଙ୍କଠାରେ କୋଭାକ୍ସିନ୍ ଟିକାର ପରୀକ୍ଷଣ: ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ କୋଭାକ୍ସିନ୍ ପରୀକ୍ଷଣ ପାଇଁ ସ୍କ୍ରିନିଂ ଆରମ୍ଭ ହେବ। ଆଜିଠାରୁ ଦିଲ୍ଲୀ ଏମ୍ସରେ ପିଲାମାନଙ୍କ ଶରୀର ଉପରେ କରୋନା କୋଭାକ୍ସିନର ଟିକା ପରୀକ୍ଷଣ ଆରମ୍ଭ ହୋଇଛି।  ଏହି ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬ ଜଣ…

କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ୪୨୦ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଅନୁଯାୟୀ,  କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ ୪୨୦ ଡାକ୍ତର ପ୍ରାଣ ହରାଇଛନ୍ତି। କେବଳ ଦିଲ୍ଲୀରେ ୧୦୦ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଏଥିରେ କୁହାଯାଇଛି । ସେହିପରି ବିହାରରେ ୯୬ ଡାକ୍ତର ପ୍ରାଣ ହରାଇଛନ୍ତି। ଆଇଏମଏ…

ପ୍ରଥମଥର ପାଇଁ ପିଙ୍କ ବଲରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଖେଳିବ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ ମହିଳା କ୍ରିକେଟ ଟିମ୍ । ତେବେ ସେଠାରେ ଯାଇ ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ମଧ୍ୟ ଖେଳିବ । ଏଥିସହ ଭାରତୀୟ ମହିଳା କ୍ରିକେଟ ପ୍ରଥମଥର ପାଇଁ ଡେ ନାଇଟ ମ୍ୟାଚ ଖେଳିବ । ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । Taking…

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ : ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯାଉଛି।  ଭାରତର ପୂର୍ବତନ ଭେଟେରାନ ଖେଳାଳି ରାହୁଲ ଦ୍ରାବିଡ  ଶ୍ରୀଲଙ୍କା ଗସ୍ତରେ ଦଳର କୋଚ ହେବେ । ଜୁଲାଇରେ ଭାରତ ଓ ଶ୍ରୀଲଙ୍କା  ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍…

ଭାରତର ସ୍ଥିତି ଗମ୍ଭୀର ଓ ହୃଦୟବିଦାରକ: ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ମାରାତ୍ମକ ହେବାରେ ଲାଗିଛି । କରୋନା ସଂକ୍ରମଣ ଏବଂ ମୃତ୍ୟୁହାର ଉଦବେଗଜନକ ଭାବରେ ବୃଦ୍ଧି ପାଉଛି ।  ଡାକ୍ତରଖାନାରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବରୁ ରୋଗୀମାନେ ପ୍ରାଣ ହାରଉଛନ୍ତି। ଭାରତର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ…
ବ୍ରେକିଂ