Browsing Tag

IPL 2021

ଆଜି ଆଇପିଏଲ କ୍ୱାଲିଫାୟର-୨: ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ: ଆଜି ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟାର । ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର ହେବ । ତେବେ ଆଜିର ମ୍ୟାଚ ଯିଏ ଜିତିବ, ସେ ଫାଇନାଲକୁ ସିଧା ପ୍ରବେଶ କରିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ ଠାରେ ଖେଳାଯିବ…

ଏଲିମିନେଟର ମ୍ୟାଚରେ ହାରିବା ପରେ କୋହଲିଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ : ଗତକାଲି ଆଇପିଏଲର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ପରାଜୟ ସହିତ ବିରାଟ କୋହଲିଙ୍କୁ ସମାଲୋଚନା କରିବା ମଧ୍ୟ ଆରମ୍ଭ ହୋଇଯାଇଛି। ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ମଧ୍ୟ କୋହଲିଙ୍କ ନେତୃତ୍ୱ  ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇପିଏଲ ପରି…

ବାଙ୍ଗାଲୋରକୁ ୪ ୱିକେଟରେ ହରାଇ କୋଲକାତା କ୍ୱାଲିଫାୟର ୨କୁ ଉନ୍ନୀତ

ଶାରଜାହ: ସୁନୀଲ ନାରିନଙ୍କ ଅଲରାଉଣ୍ଡ ଶୋ ସହାୟତାରେ ସୋମବାର ଖେଳାଯାଇଥିବା ଆଇପିଏଲ-୧୪ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୪ ୱ଄କେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି୤ ପରାଜୟ ସହ ବାଙ୍ଗାଲୋର ପ୍ରତିଯୋଗିତାରୁ ବିଦାୟ ନେଇଥିବା ବେଳେ ବିଜୟୀ କୋଲକାତା ଆସନ୍ତା ୧୩…

ଆଜି ଆରସିବି ଏବଂ କେକେଆର ମଧ୍ୟରେ ଏଲିମିନେଟର ମ୍ୟାଚ

ଶାରଜାହ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ସୋମବାର ଆଇପିଏଲର ଏଲିମିନେଟର ମ୍ୟାଚ ଖେଳାଯିବ୤ ଏହି ମ୍ୟାଚର ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟ ନେବ୤ ତେବେ ବିଜୟୀ ଦଳ ଆସନ୍ତା ୧୩ ତାରିଖରେ କ୍ବାଲିଫାୟର - ୨ ରେ କ୍ବାଲିଫାୟର -୧ର…

ଆଜି ଆଇପିଏଲର ପ୍ରଥମ ପ୍ଲେ ଅଫ୍ ମ୍ୟାଚ, ଦିଲ୍ଲୀ-ଚେନ୍ନାଇ ମଧ୍ୟରେ କଡା ମୁକାବିଲା

ଦୁବାଇ: ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ହୋଇଛି୤ ପ୍ଲେଅଫ ଲାଗି ୪ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି୤ ରବିବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳାଯିବ୤ ଏହି ମ୍ୟାଚର ବିଜେତା ସିଧାସଳଖ…

ଆଇପିଏଲ: ବାଙ୍ଗାଲୋର ଆଗରେ ୧୬୫ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ: ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆରସିବି ଭଳି ଦିଲ୍ଲୀ ମଧ୍ୟ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି। ଫଳରେ ଆଜିର ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟଂ କରି…

ଇଶାନ-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦକୁ ଦେଲା ୨୩୬ ରନର ବିଜୟ ଲକ୍ଷ୍ୟ

ଆବୁଧାବି: ଆଇପିଏଲର ୨୦୨୧ ର ଶେଷ ଲିଗ ପର୍ଯ୍ୟାୟ ତଥା ୫୬ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୩୫ ରନ୍‌ ସଂଗ୍ରହ କରିଛି । ଫଳରେ ହାଇଦ୍ରାବାଦ ଆଗରେ ୨୩୬ ରନ୍‌ର ବିଜୟ…

ଆଇପିଏଲ: ଗିଲଙ୍କ ଅର୍ଦ୍ଧଶତକ, କୋଲକାତା ୧୭୧ ରନ୍ ସଂଗ୍ରହ

ଶାରଜାହ: ଆଇପିଏଲର ୫୪ତମ ମ୍ୟାଚ୍‌ ଶାରଜାହ କ୍ରିକେଟ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୭୨ ରନ୍‌ର ବିଜୟ…

ଚେନ୍ନାଇକୁ ୪ ୱିକେଟରେ ହରାଇ ପଞ୍ଜାବ କିଙ୍ଗସର ସହଜ ବିଜୟ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ୫୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପଞ୍ଜାବ କିଙ୍ଗସର ସହଜ ବିଜୟ । ୧୩୫ ରନର ପିଛା କରିବାକୁ ଯାଇ ମାତ୍ର ୧୩ ଓଭରରେ ୧୩୯ ରନକରି ଲକ୍ଷ୍ୟ ହାସଲ କରିନେଇଛି ପଞ୍ଜାବ କିଙ୍ଗସ୍‌ । ଅଧିନାୟକ କେଏଲ ରାହୁଲଙ୍କ…

ଆଇପିଏଲ: ଚେନ୍ନାଇକୁ ୧୩୪ ରନରେ ରୋକିଲା ପଞ୍ଜାବ କିଙ୍ଗସ୍

ଦୁବାଇ : ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଫଳରେ ପ୍ରଥମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ତେବେ ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍‌କେ ପଞ୍ଜାବର ଘାତକ ବୋଲିଂ ଯୋଗୁଁ ବଡ ସ୍କୋର କରିପାରିନଥିଲା । ତେଣୁ  …
ବ୍ରେକିଂ