Browsing Tag

Kolkata

ପଶ୍ଚିମବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ ଘୋଷଣା

କୋଲକାତା : ପଶ୍ଚିମବଙ୍ଗରେ ଏବେ କରୋନା ସଂକ୍ରମଣ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି  । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଏନେଇ ନର୍ଦ୍ଦେଶ ଜାରି କରିଛନ୍ତି । ତେବେ ମେ୧୬ ରୁ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇଙ୍କ କରୋନାରେ ଦେହାନ୍ତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଆଶିମ ବାନାର୍ଜୀଙ୍କ ଆଜି ଦେହାନ୍ତ ହୋଇଛି। ଆଶିମ୍ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ଗତ ଏକ ମାସ ଧରି କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲର…

କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଦିଲ୍ଲୀ ବଜାରରେ ପେଟ୍ରୋଲର ମୂଲ୍ୟ ୨୮ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୯୧.୨୭ ଟଙ୍କା ଥିବାବେଳେ ଡିଜେଲ ମଧ୍ୟ ୩୧ ପଇସା ବୃଦ୍ଧି ପାଇ ଲିଟର ପିଛା…

ରେଳବାଇ କୋଠାରେ ଅଗ୍ନିକାଣ୍ଡ, ୯ ମୃତ

କୋଲକାତା:  କୋଲକାତାର ଷ୍ଟ୍ରାଣ୍ଡରୋଡସ୍ଥିତ ରେଳବାଇ ବିଭାଗର ନିଉ କୋଇଲାଘାଟ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍‌ଆଇ ରହିଥିବା…

ପଣବନ୍ଦୀ ଥିବା ଯୁବକ କୋଲକାତାରୁ ଉଦ୍ଧାର

ବାଲେଶ୍ୱର: ପଣବନ୍ଦୀ ଥିବା ସୋର କେଶପୁର ଗାଁର ଯୁବକ କୋଲକାତାରୁ ଉଦ୍ଧାର । କୋଲକାତା ପୋଲିସ ସହାୟତାରେ ସୋର ପୋଲିସ ଯୁବକଙ୍କୁ କୋଲକାତା ଚବିଶପ୍ରାଗଣାରୁ ଉଦ୍ଧାର କରିଥିବା ଜଣାପଡିଛି  । ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ କେଶପୁର ଗାଁର ତାପସ କୁମାର ମହାନ୍ତି ବାଙ୍ଗାଲୋରରେ କାମ…

ପଶ୍ଚିମବଙ୍ଗରେ କୁହୁଡି ପାଇଁ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପଶ୍ଚିମବଙ୍ଗର ଜଲପାଇଗୁଡିର ଧୂପଗୁଡିରେ ଭୟଙ୍କର ସଡକ ଦୁର୍ଘଟଣା  ଘଟିଛି । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଲୋକ ଆହତ ହୋଇଛନ୍ତି । West Bengal: 13 people died in an accident in Dhupguri city of…
ବ୍ରେକିଂ