Browsing Tag

koraput

କୋରାପୁଟରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ବଡପଡ଼ା ନୀଳଗିରି ଜଙ୍ଗଲରୁ ୧ ହଜାର ୧୦କେଜି ୯୦୦ଗ୍ରାମ  ଗଞ୍ଜେଇ ଜବତ । ତେବେ ଏହାର ଆନୁମାନିକ ମୂଲ୍ୟ  ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଲମତାପୁଟ ଓ ସଗର MDR ରାସ୍ତା ପାର୍ଶ୍ଵରେ ଥିବା ବଡପଡ଼ା ଗାଁ ନିକଟ ନୀଳଗିରି ଜଙ୍ଗଲରୁ ମାଛକୁଣ୍ଡ ପୋଲିସ ବିପୁଳ…

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟି ଡ୍ରାଇଭର ମୃତ

କୋରାପୁଟ: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ଗ୍ୟାସ ଟ୍ୟାଙ୍କର । କୋରାପୁଟ-ଜୟପୁର ୨୬ ନମ୍ୱର ଜାତୀୟ ରାଜପଥରେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର । ଘଟଣାରେ ଡ୍ରାଇଭର ପ୍ରାଣ ହରାଇଥିବାବେଳେ ଟ୍ୟାଙ୍କରକୁ ଉଦ୍ଧାର କରିବା ଲାଗି ଚାଲିଛି ପ୍ରୟାସ । ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବାରୁ ସଂପୃକ୍ତ…

୫୦ ଲକ୍ଷର ଗଞ୍ଜେଇ ଜବତ୍ , ୨ ଗିରଫ୍

ଜୟପୁର: କୋବି ବୋଝେଇ ଟ୍ରକ୍ ଭିତରୁ ଗଞ୍ଜେଇ ଜବତ୍ । ଜୟପୁର ସଦର ଥାନା ପାତ୍ରପୁର ବ୍ରିଜ୍ ନିକଟରୁ ଏକ କୋବି ବୋଝେଇ ଟ୍ରକ୍ ଭିତରୁ ୪୯୪  କେଜି ଗଞ୍ଜେଇ ଜବତ୍ କରାଯାଇଛି । ଜବତ୍ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସଦର ପୋଲିସ୍  ଏହି…

ନଦୀରେ ବୁଡି ୨ ନାବାଳକ ମୃତ

ଲମତାପୁଟ: ନଦୀରେ ବୁଡି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅଧୀନ ପାତାଳି ନଦୀରେ ବୁଡି ଦୁଇ ନାବାଳକ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ନାବାଳକ ପାତାଳି ନଦୀକୁ ଯାଇ ମାଛ ଧରୁଥିଲେ । ମାଛ ଧରୁ ଧରୁ ଦୁଇ ନାବାଳକ ନଦୀରେ ବୁଡି ଯାଇଥିଲେ…

୧ କୋଟି ୭୬ ଲକ୍ଷର ଗଞ୍ଜେଇ ଜବତ୍, ଜଣେ ମାଫିଆ ଗିରଫ୍

କୋରାପୁଟ: ଜବତ୍ ହେଲା ବିପୁଳ ପରିମାଣର ଗଞ୍ଜେଇ । କୋରାପୁଟ ଜିଲ୍ଲା ମୋହନା ଥାନା କମଳାପୁରରୁ ୧୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ୍ କରାଯାଇଛି । ଏକ କଣ୍ଟେନର ଦ୍ୱାରା କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ଏହି ଗଞ୍ଜେଇକୁ ଜବତ୍ କରାଯାଇଛି । ତେବେ, ଜବତ୍ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୬  …

ସେମିଳିଗୁଡାରେ ଜଳିଗଲା ୫ ଏକର ଜଙ୍ଗଲ

ସେମିଳିଗୁଡା: ହୁତୁ ହୁତୁ ହେଇ ଜଳିଗଲା ୫ ଏକର ଜଙ୍ଗଲ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପିତାଗୁଡା ଗ୍ରାମପଞ୍ଚାୟତର ସେମିଳିଗୁଡା ଫରେଷ୍ଟ ଅଧୀନରେ ରହିଥିବା ଜଙ୍ଗମପୁଟର ଜଙ୍ଗଲରେ ନିଆଁ ଲାଗିଛି । ଫଳରେ ଜଙ୍ଗଲରେ ରହିଥିବା କିଛି ମୂଲ୍ୟବାନ ଗଛ ଏବଂ ପଶୁ ,ପକ୍ଷୀ ପୋଡି ନଷ୍ଟ…

କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୭ ମୃତ, ୯ ଗୁରୁତର

ଜୟପୁର: କୋରାପୁଟରେ ଭ୍ୟାନ ଓଲଟିଲା ପିକଅପ୍ ଭ୍ୟାନ । ଦଶାହ କର୍ମ ସାରି ଫେରିବା ବାଟରେ ଦୁର୍ଘଟଣା । ଏଭଳି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ । ଏହି ଦୁର୍ଘଟଣାରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…

କୋରାପୁଟ: ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍

କୋରାପୁଟ: କୋରାପୁଟରେ ଜବତ୍ ହେଲା ଗଞ୍ଜେଇ ।  ଟ୍ୟାଙ୍କରରେ ଲୁଚାଇ ନିଆଯାଉଥିବା ବେଳେ ପୁପଳ ପରିମାଣର ଗଞ୍ଜେଇ ଜବତ୍ ହୋଇଛି । କୋରାପୁଟ ଦଲିଆମ୍ବ ଛକରୁ ୧୫ କ୍ୱିଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଛି  । ସିମିଳିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଗଞ୍ଜେଇକୁ ଜବତ କରିଥିବା…

ଜୟପୁରରୁ ଜଣକୁ ଉଠାଇ ନେଲା ମୁମ୍ବାଇ ଏଟିଏସ୍

ଜୟପୁର: ସଦର ଥାନା କାଲାଗୁଡା ଗାଁର ଖଗପତି ପାଙ୍ଗିଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍ । ନାଗପୁରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସବଇନ୍ସପେକ୍ଟର ଆସି ଠାକୁରଙ୍କ ନେତୃତ୍ୱରେ ଏଟିଏସ୍ ଟିମ୍‌ ଜୟପୁରରେ ପହଞ୍ଚି…

ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ଦାମନଯୋଡି: ୨୦୨୦ ବର୍ଷର ଅନ୍ତିମ ଦିନକୁ ସମସ୍ତେ ଉତ୍ସବ ପାଳନ କରି ବିଦାୟ ଦେଉଥିବା ବେଳେ ଏହି ଦିନରେ କିଏ ପୁଣି ନିଜେ ଦୁନିଆରୁ ବିଦାୟ ନେଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସେମିଳିଗୁଡା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୌଡଗୁଡାରେ । ଗତ କାଲି ପୂର୍ବାହ୍ନ ସାଢ଼େ ୧୦ଟା…
ବ୍ରେକିଂ