Browsing Tag

latest news

ଭାରତର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ । ରବିବାର ଦେହାନ୍ତ ହୋଇଥିବା ନେଇ ନିଜେ ପାର୍ଥିବ ପଟେଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପାର୍ଥିବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍‌ ହାମ୍‌ରେଜ ସହ ଲଢୁଥିଲେ । It is with the…

ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, ୬ ଗିରଫ

ନବରଙ୍ଗପୁର: ନବରଙ୍ଗପୁରରୁ ୪କିଲୋ ୫୦୦ଗ୍ରାମର ନକଲି ସୁନା ଇଟା ଜବତ । ତେବେ ଏଥିରେ ସଂପୃକ୍ତ ଥିବା ୬ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ କାର,୫ଟି ମୋବାଇଲ ଫୋନ,୫ ଟି ଏଟିଏମ କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ପୋଲିସ ଜବତ କରାଯାଇଛି ।…

ଭୁବନେଶ୍ୱରରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର:  ରାଜଧାନୀ ଭୁବନେଶ୍ୱରରେ ସ୍ଥିର ରହିଛି  ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି…

ରାୟଗଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ,ଜଣେ ଗିରଫ

ମୁନିଗୁଡା:  ରାୟଗଡାରୁ  ୧୦୦୮ କେଜିର ଗଞ୍ଜେଇ ଜବତ । ଜଣକୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପଦ୍ମପୁର ପୋଲିସ । ତେବେ ଜବତ ଗଞ୍ଜେଇର  ଆନୁମାନିକ ମୁଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ  । ମିଳିଥିବା ସୂଚନା ଅନୁଯାୟୀ ଆଜି କେନ୍ଦୁଗୁଡା ନିକଟରେ ଗାଡିମଟର ଯାଞ୍ଚ ସମୟରେ ସନ୍ଦେହ କରି ଗୋଟିଏ…

ଖୋର୍ଦ୍ଧାରୁ ୨ ବାରହା ଶିକାରୀ ଗିରଫ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ପଦ୍ମପୁରରୁ ୨ ବାରହା ଶିକାରୀ ଗିରଫ । ଏଥିସହ ମୃତ ବାରହାକୁ ଜବତ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଥାନା ଅଞ୍ଚଳର ରଞ୍ଜନ ନାୟକ ଏବଂ ପ୍ରକାଶ ନାୟକ ବୋଲି ଜଣାପଡିଛି । ସେହିପରି ଘଟଣାସ୍ଥଳରୁ ଅନ୍ୟ ଦୁଇ ଅଭିଯୁକ୍ତ…

ଜୟପୁରରେ ଟ୍ରକ-ଭ୍ୟାନ ଧକ୍କା ; ୬ ମୃତ

ଜୟପୁର: ଟ୍ରକକୁ ପଛ ପଟୁ  ପିଟିଲା ଭ୍ୟାନ । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜସ୍ଥାନର ଜୟପୁରର ଚକସୁ ରୋଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,…

ସେପ୍ଟେମ୍ବର ୨୮ ରେ କଂଗ୍ରେସରେ ମିଶି ପାରନ୍ତି ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍ ମେଓ୍ବାନୀ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୁର୍ବତନ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାରଙ୍କ ସମେତ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ ମଧ୍ୟ…

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପସିଲା କାର୍, ଜଣେ ମୃତ

ଢେଙ୍କାନାଳ: ଭାରସାମ୍ୟ ହରାଇ ପୋଖରୀ ଭିତରକୁ କାର୍ ପସିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଗଦାଧର ସାହୁ ।  ଗଦାଧର ହରିପୁରରୁ ଇଣ୍ଡିଗୋ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମୁଗୁପାଳ…

ବିଦ୍ୟୁତ୍ ଆଘାତରେ ଯବାନଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ ବିଏସଏଫ୍ କ୍ୟାମ୍ପରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯବାନ ଜଣକ ଇସାକ୍ ହରିଜନ…

ଖୋର୍ଦ୍ଧାରୁ ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଟାଙ୍ଗି : ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏଥିସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମର ଅରୁଣ ବେହେରା ବୋଲି ଜଣାପଡିଛି । ଟାଙ୍ଗି ଅବକାରୀ ବିଭାଗର ଅଧିକାରୀ ଆଲୋକ ପ୍ରଧାନଙ୍କ କହିବା…
ବ୍ରେକିଂ