Browsing Tag

latest news

ବର୍ଷେ ବିତିଲା, ପୂରଣ ହେଲାନି ଠିକା ଶ୍ରମିକଙ୍କ ଦାବି

କୋରାପୁଟ: ଦିନ ପରେ ଦିନ ତାରିଖ ପରେ ତାରିଖ ଏମିତି ପାଖାପାଖି ବର୍ଷେ ବିତିଗଲା । ହେଲେ ପୂରଣ ହେଲାନି ଠିକା ଶ୍ରମିକଙ୍କ ଦାବି ।  କୋରାପୁଟ ଜିଲ୍ଲାର ଦାମନଯୋଡିଠାରେ ଅବସ୍ଥାପିତ ନବରତ୍ନ ପ୍ରକଳ୍ପ ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକମାନେ ଏନେଇ ଅଭିଯୋଗ ଆଣିଛନ୍ତି । ପାରିଶ୍ରମିକଠୁ ଅଧିକ…

ଦେବୀନଦୀରେ ବୁଡ଼ି ନାବାଳକ ମୃତ

ଜଗତସିଂହପୁର: ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଜଗତସିଂହପୁର ସଦର ଥାନା କୋରୁଆ-ସଲାଣ୍ଟି ଗାଁରେ ଏହି ଅଘଟଣ ଘଟିଛି । ମୃତ ଛାତ୍ର କୋରୁଆ-ସଲାଣ୍ଟି ଗାଁର ଅଜୟ ମଳିକଙ୍କ ପୁଅ କାର୍ତ୍ତିକ ମଲିକ ବୋଲି ଜଣା ପଡ଼ିଛି । ସୂଚନାଯୋଗ୍ୟ ଛାତ୍ର ଜଣକ…

ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର ଛାତ ଭୁଷୁଡିଲା

ବଲାଙ୍ଗିର : ବିପଦ ସଙ୍କୁଳ ଅବସ୍ଥାରେ ଥିବା ବଲାଙ୍ଗିର ସମଲେଶ୍ଵରୀ ମନ୍ଦିର ଛାତ ଆଜି ଭାଙ୍ଗି ଗଳିପଡିଛି । ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନଥିବା ବେଳେ ମାଁ ସମଲେଶ୍ୱରୀଙ୍କ ସଂଧ୍ୟା ନୀତିକାନ୍ତି ଆଜି ବନ୍ଦ ହୋଇଯାଇଥିଲା । ଶୁକ୍ରବାର ୪ଟାରେ ଏହି ଘଟଣା ହୋଇଥିବାରୁ ବଡ ଅଘଟଣରୁ ଅଳ୍ପକେ…

ଆଜି ରାଜ୍ୟରୁ ୬୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ମହାମାରୀ କରୋନାରୁ ରାଜ୍ୟରେ ଆଜି ୬୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୨୫ରେ ପହଞ୍ଚିଛି । ଏନେଇ…

ଯୁବକଙ୍କୁ ହତ୍ୟା କରି ଇବ ନଦୀରେ ଫିଙ୍ଗି ଦେବା ଘଟଣାର ପର୍ଦ୍ଦାଫାସ, ୩ ଗିରଫ

ଝାରସୁଗୁଡା : ଇବ୍ ନଦୀପଠା ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ପୁଲିସ । ଘଟଣାରେ ବାପା ଓ ପୁଅ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବରଗଡ଼ ପଦ୍ମପୁର ଅଞ୍ଚଳର ମୀନକେତନ ବେହେରା ଓ ତାଙ୍କ ପୁଅ ଏବଂ ଅନୁଗୁଳ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ର ମୃତ

ଗୁଣପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ର ମୃତ । ରାୟଗଡା ଜିଲ୍ଲା ଗୁଣପୁର ଶବର ବିହାରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ନାମନେସନ ରାଇକା ଘର ପୁଟାସିଂ ଥାନାର ଗୁଡାଡା  ଗ୍ରାମର ବୋଲି ଜଣାପଡିଛି । ସୂଚନାମୁତାବକ ଛାତ୍ର ଜଣକ ଗୁଣପୁର ଶବର ବିହାରରେ ରହି ଗଜପତି…

ଏଟିଏମ କ୍ୟାସ ଭ୍ୟାନ ଲୁଟ ଘଟଣା, ପୁଣି ୩ ଗିରଫ

ଆଠଗଡ:  ଆଠଗଡ ଥାନା ଅଞ୍ଚଳରୁ ଏଟଏମ କ୍ୟାସ ଭ୍ୟାନ ଲୁଟ୍ ଘଟଣାରେ ପୁଣି ତିନି ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବୌଦ୍ଧ ଥାନା ଅଞ୍ଚଳରୁ ଦୁଇଜଣ ଓ ନନ୍ଦନକାନନ ଅଞ୍ଚଳରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଫଗୁନାଥ ନାୟକଙ୍କ ପୁଅ କ୍ଷିରୋଦ ନାୟକ (ଯାଦବ)  ଏବଂ ପୁରୁଣା କଟକ ଥାନା…

କଙ୍ଗାରୁ କୋର୍ଟରେ ବାପା-ପୁଅଙ୍କୁ ମାଡ଼ ମାରିବା ଘଟଣା:୨ ସରପଞ୍ଚ ସମେତ ୬ ଅଟକ

ପଟ୍ଟାମୁଣ୍ଡାଇ: ନିଜେ ନ୍ୟାୟଧୀଶ, ନିଜେ ଅଦାଲତ ଆଉ ନିଜେ ସ୍ଥିର କଲେ ଦଣ୍ଡ । ଆଉ ଏଭଳି ଘଟଣା ଜଣେ ପୁଅ ଓ ତାର ନିଜ ବାପାଙ୍କ ଉପରେ ଘଟିଛି । ଦୁଇଟି ପଞ୍ଚାୟତର ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ବସିଲା କଙ୍ଗାରୁ କୋର୍ଟ । ଆଉ ଟଙ୍କା ଚୋରି ସନ୍ଦେହରେ ପେଟ୍ରୋଲ ପମ୍ପର…

ଭୁବନେଶ୍ୱରରେ ୨୦୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ପୁଣି କରୋନା ଉପର ମୁହାଁ ହୋଇଛି କରୋନା ଗ୍ରାଫ । ମଙ୍ଗଳବାର  ଭୁବନେଶ୍ୱରରେ ୧୯୪ ଚିହ୍ନଟ ହୋଇଥିବା ବେଳେ ବୁଧବାର ୨୦୯ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୪ ଜଣ ଅଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରୁ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ଆଜି କରୋନାରୁ ୪୫୧ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ବୁଧବାର ୪୫୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୬ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୮୪୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ବ୍ରେକିଂ