ସ୍ୱେରେଜ ଟାଙ୍କିରେ ଫସି ୨ ଶ୍ରମିକ ମୃତ
କଟକ: ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଅଘଟଣ । ସ୍ୱେରେଜ ଚାମ୍ବରରେ ଫସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ସିଡିଏ ସେକ୍ଟର ୧୦ରେ । ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଏହି…