Browsing Tag

Latest Online News

ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ଖୋର୍ଦ୍ଧାର ସୌମ୍ୟରଞ୍ଜନ ଶତପଥୀଙ୍କୁ ସେ ବିବାହ କରିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହୋଟେଲରେ କୋଭିଡ କଟକଣାରେ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ…

ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର

ପୁରୀ : ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସୀ ଖବର । ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର । କୋଟି କୋଟି ଭକ୍ତମାନେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ…

ଝାରସୁଗୁଡାରେ ବିଚାରାଧୀନ କଏଦୀ ମୃତ

ଝାରସୁଗୁଡା : ଏକ ହତ୍ୟା ମାମଲାରେ ଝାରସୁଗୁଡ଼ା ଉପ କାରାଗାରରେ ବିଚାରାଧୀନ ଭାବରେ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି । ମୃତକ କୋଲାବିରା ଥାନା ଭୀମଜୋର ଗ୍ରାମର ସନ୍ତୋଷ ପ୍ରଧାନ(୪୪) ବୋଲି ଜଣାପଡିଛି । ଆଜି ସକାଳେ ସନ୍ତୋଷ ପ୍ରଧାନ ଅସୁସ୍ଥତା ଅନୁଭବ କରିବାରୁ ତାକୁ ତୁରନ୍ତ ୧୦୮…

ମିଠା କଲରା

ସାମଗ୍ରୀ : କଲରା – ୮ ଟି ଲୁଣ – ୧ ଚାମଚ ସୋରିଷ ତେଲ – ୪ ଚାମଚ ପାନ ମହୁରୀ – ୨ ଚାମଚ ଧନିଆ ଗୁଣ୍ଡ – ୨ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ଚିନି ଗୁଣ୍ଡ – ୨.୫ ଚାମଚ ହଳଦୀ ଗୁଣ୍ଡ – ୧/୨ ଚାମଚ ଜୀରା – ୧/୨ ଚାମଚ (କିଛି) ଆମଚୁର – ୧ ଚାମଚ ହେଙ୍ଗୁ –…

ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ୱାର୍ଣ୍ଣରଙ୍କ ପରେ ପ୍ରଥମ ଟେଷ୍ଟରୁ ଆଉଟ ହେଲେ ଏହି ଖେଳାଳି

ଆଡିଲେଡ : ଆଡିଲେଡରେ ଆସନ୍ତା ସପ୍ତାହରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଘରୋଇ ଦଳ ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା ଲାଗିଛି । ଡେଭିଡ ୱାର୍ଣ୍ଣରଙ୍କ ପରେ ଭାରତ ବିପକ୍ଷ ପ୍ରଥମ  ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ୱିଲ…

ଫିକି ସମ୍ମିଳନୀରେ କୃଷି ଆଇନକୁ ନେଇ ଏଭଳି କହିଲେ ମୋଦି

ନୂଆଦିଲ୍ଲୀ : ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକି) ର ୯୩ ତମ ବାର୍ଷିକ ସାଧାରଣ ବୈଠକରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ତେବେ କୃଷି ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ପୁନର୍ବାର  ସୂଚାଇ ଦେଇଛନ୍ତି ଯେ ସରକାର କୃଷି ଆଇନ ପ୍ରତ୍ୟାହାର କରିବେ ନାହିଁ।…

କେନ୍ଦ୍ର ଖର୍ଚ୍ଚ କରୁ

କେନ୍ଦ୍ର ସରକାରଙ୍କର ଗତ ଅକ୍ଟୋବର ମାସର ମୋଟ ଟିକସ ସଂଗ୍ରହ ଏବଂ ଉଭୟ ଅକ୍ଟୋବର ଓ ନଭେମ୍ବରରେ ସାମଗ୍ରୀ ଓ ସେବା କର (ଜିଏସଟି) ଆଦାୟର ସଦ୍ୟ ତଥ୍ୟକୁ ଦେଖିଲେ ଜଣାପଡୁଛି ଅର୍ଥନୀତି ନକାରାତ୍ମକ ସ୍ଥିତିକୁ ଅତିକ୍ରମ କରିଛି । କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ପ୍ରକାଶ କରିଥିବା ତଥ୍ୟ ଅନୁସାରେ…

୨୪ ଘଣ୍ଟାରେ ରାଜ୍ୟରେ ୩୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩୩୬୪ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୩ ଜଣ ସଂଗରୋଧରେ…

‘ଓଡିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି’

ଭୁବନେଶ୍ୱର: ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଡି. ପୁରନ୍ଦେଶ୍ୱରୀ । ପ୍ରେସମିଟ କରି ଏକାଧିକ ପ୍ରସଙ୍ଗ ନେଇ ସେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ଓଡିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି ବୋଲି ସେ କହିଛନ୍ତି । ପୁରନ୍ଦେଶ୍ୱରୀ ନବୀନ…

କ୍ଷୀର ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ

କ୍ଷୀର କ୍ୟାଲସିୟମର ମୁଖ୍ୟ ଉତ୍ସ ହେବା ସହିତ ଶକ୍ତି ପ୍ରଦାନ କରିଥାଏ । ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବଜାୟ ରଖିବା ପାଇଁ ଶିଶୁ ଏବଂ ବୟସ୍କମାନଙ୍କୁ ମଧ୍ୟ ପ୍ରତିଦିନ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ କ୍ଷୀର ସହିତ କିଛି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ…
ବ୍ରେକିଂ