Browsing Tag

leopard skin seized

ବୌଦ୍ଧରୁ ବାଘଛାଲ ଜବତ,ଜଣେ ଗିରଫ

ବୌଦ୍ଧ: କ୍ରାଇମବ୍ରାଞ୍ଚ STF ଦ୍ୱାରା ବାଘଛାଲ ସ୍ମଗଲିଂର ପର୍ଦ୍ଦାଫାସ । କଲରାପତିଆ ବାଘ ଛାଲ ଜବତ ସହ ଜଣେ ସ୍ମଗଲରକୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଅଞ୍ଚଳରୁ ଗିରଫ କଲା STF । ସେହିପରି ଗୋଟିଏ ଦେଶୀ ବନ୍ଧୁକ, ୧୨ଟି ସିସା ଗୁଳି,ଗନ୍…

ବଲାଙ୍ଗୀରରୁ ବାଘ ଛାଲ ଜବତ , ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର ବନ ବିଭାଗକୁ ବଡ଼ ସଫଳତା । ସଇଁତଳା ଫରେଷ୍ଟ ରେଞ୍ଜ କଅଁସର ଗାଁରୁ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ । ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ବାଘ ଛାଲକୁ କଅଁସର ଗାଁର ବିଶ୍ଵାମିତ୍ର ରଣାଙ୍କ ଘରୁ ଜବତ କରିଛି । ବିଶ୍ଵାମିତ୍ରକୁ ଗିରଫ କରି ପଚରାଉଚରା କରୁଛି…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

କନ୍ଧମାଳ : କଲରାପତରିଆ ବାଘ ଛାଲ ଜବତ । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛନ୍ତି ଫୁଲବାଣୀ ବନଖଣ୍ଡର ସୁଡ଼ରୁକୁମ୍ପା ବନାଞ୍ଚଳର ବନ କର୍ମଚାରୀ।  ଗିରଫ ଅଭିଯୁକ୍ତ ଜଣଙ୍କ କୁଟିକାରୀ ଗ୍ରାମର କବିଚନ୍ଦ୍ର କହଁରI କବି ଏକ କଲରାପତରିଆ ବାଘ ଚମଡ଼ାକୁ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ…

ବାଘଛାଲ ସହ ହାତୀ ଦାନ୍ତ ଜବତ, ୨ ଗିରଫ

ନୟାଗଡ: କ୍ରାଇମ ବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଓ ହାତୀଦାନ୍ତ ସ୍ମଗଲର । ଡିଲ୍ ବେଳେ ଚଢାଉ କରି ୨ଟି ହାତୀଦାନ୍ତ ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ୍ । ନୟାଗଡ ମହାନଦୀ ପଠା ମା' କଳପଟା ମନ୍ଦିର ନିକଟରୁ ଏହି ବାଘ ଛାଲ ଓ ହାତୀଦାନ୍ତ ଜବତ ହୋଇଛି । ଘଟଣାରେ ୨…

ଏସଟିଏଫ୍ କବଜାରେ ବାଘ ଛାଲ ଶିକାରୀ

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବାଘ ଛାଲ ଚାଲାଣ କାରବାର ବୃଦ୍ଧି ପାଉଛି । ତେବେ ଖୋର୍ଦ୍ଧା-ଭୁବନେଶ୍ଵର ରାସ୍ତାରେ କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଏସଟିଏଫ୍ ଜଣେ ଶିକାରୀ ଓ ଜଣେ ବେପାରିକୁ ଗିରଫ କରିଛି । ୪ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ କରୁଥିବା ବେଳେ ଜଣେ ଶିକାରୀ ଓ ଜଣେ ବେପାରିକୁ…
ବ୍ରେକିଂ