Browsing Tag

loot

୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ଗିରଫ

ଦେବଗଡ : ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ଗିରଫ । ଅଭିଯୁକ୍ତକୁ ସୋନପୁର ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି ଦେବଗଡ ପୋଲିସ । ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଅତୁଲ୍ୟ କୁମାର ମିଶ୍ର  । ସୂଚନାମୁତାବକ ଅତୁଲ୍ୟ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ

କଟକ : ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ ।  କଟକ ଜିଲ୍ଲା ବଡମ୍ବା ଥାନା ଗୋପାଳପୁର ଛକ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଲୁଟ ହୋଇଥିବା ଜଣାପଡିଛି ।  ତିନି ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ୧ ଲକ୍ଷ ୩ ହଜାର ଟଙ୍କା ଲୁଟିନେଇଛନ୍ତି । ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା…

ମଦ ଦୋକାନରେ କଳା କନା ବୁଲାଇଲେ ଚୋର

ବଡ଼ସାହି: ମଦ ଦୋକାନରୁ ଚୋରି । ଗଞ୍ଜାମ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବାଲିଯୋଡ଼ା ଛକରେ ଖୋଲା ଯାଇଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଗତକାଲି ରାତିରେ ପ୍ରାୟ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ, ଦୋକାନରୁ ବିଭିନ୍ନ ବ୍ରାଣ୍ଡର  ୨…

ଘର କବାଟ ଭାଙ୍ଗି ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଦିଗପହଣ୍ଡି: ଘର କବାଟ ଭାଙ୍ଗି ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ ।  ଶୁକ୍ରବାର ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଳକ ପଦ୍ମନାଭ ପୁର ଗାଁର ସୁରେନ୍ଦ୍ର ରେଡ୍ଡୀଙ୍କ ବାରିପଟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୧୩ ଭରି ଓଜନର ସୁନା ଅଳଙ୍କାର ଏବଂ ନଗଦ ପ୍ରାୟ…

ବରଗଡ: ଆକ୍ରମଣ କରି ଲୁଟିନେଲେ ୨ଲକ୍ଷ ଟଙ୍କା

ବରଗଡ଼: ମାଡ ମାରି ଲୁଟିନେଲେ ୨ଲକ୍ଷ ଟଙ୍କା । ବରଗଡ଼ ସହର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଗୋଟିଏ ହୋଟେଲ କାଉଣ୍ଟରରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଲୁଟ୍‌ ଶିକାର ହୋଇଥିବା ବ୍ୟକ୍ତି ଜଣକ ଛତିଶଗଡ଼ ରାୟପୁରର ଆଲୋକ ଭଟ୍ଟ। ।  ସେ ରାୟପୁରରେ…

ବରଗଡ଼ ଜିଲ୍ଲା ଭଟଲି ଥାନା ଦମ୍ବୁଖରୁ ଲକ୍ଷ୍ୟାଧିକ ଟଙ୍କାର ଗହଣା ଚୋରି  

ବରଗଡ଼: ଲକ୍ଷ୍ୟାଧିକ ଟଙ୍କାର ଗହଣା ଚୋରି ଘଟଣାରେ ୨୪ ଘଣ୍ଟା ବିତିଯାଇଥିଲେ ବି, ଏପର୍ଯ୍ୟନ୍ତ ଚୋରର ଟେର ପାଇନାହିଁ ପୋଲିସ । ବରଗଡ଼ ଜିଲ୍ଲା ଭଟଲି ଥାନା ସାମ୍ନାରେ ଥିବା ଆପର୍ଣ୍ଣା ଗହଣା ଦୋକାନର ଲକ୍ଷ୍ୟାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଚୋର ଚମ୍ପଟ ମାରିବା ଓ ଘଟଣାର ୨୪ ଘଣ୍ଟା…

ବନ୍ଧୁକ ମୁନରେ ୯ ଲକ୍ଷ ଲୁଟ, ଗୁଳିମାଡରେ ଜଣେ ଆହତ

ବାଲେଶ୍ୱର  : ବନ୍ଧୁକ ମୁନରେ ୯ ଲକ୍ଷ ଲୁଟ । ଦିନ ଦ୍ୱିପ୍ରହରେ ବନ୍ଧୁକ ମୁନରେ ୨ ଟି ଭିନ୍ନ ସ୍ଥାନରୁ ୯.୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ଏପରିକି ଗୁଳିମାଡ ମଧ୍ୟ କରିଛନ୍ତି ଲୁଟେରାମାନେ । ଖଲ୍ଲିକୋଟ ଭେଜିପୁଟ ମୁକ୍ତେଶ୍ୱର ମନ୍ଦିର ନିକଟରୁ ୬ ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ବାଲେଶ୍ୱର…

ବାଇକରେ ଆସି ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଲୁଟ୍‌ । କଳାପଲ୍‌ସରରେ ୨ ଦୁର୍ବୃତ୍ତ ଆସି ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ମହିଳା…

କୁଚିଣ୍ଡା ଲୁଟ ଘଟଣା, ୯ ଅଭିଯୁକ୍ତ ଗିରଫ

ସମ୍ବଲପୁର: କୁଚିଣ୍ଡା ଲୁଟ ଘଟଣାରେ ୯ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ କାର, ମୋଟରସାଇକେଲ, ୮ ଟି ମୋବାଇଲ, ଭୁଜାଲି ଏବଂ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଘଟଣାର ଅନ୍ୟ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ ପକ୍ଷରୁ ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ…

କଟକ ଫାଇନାନ୍ସ କମ୍ପାନୀରେ ଡକାୟତୀ

କଟକ: ଫାଇନାନ୍ସ କମ୍ପାନୀରୁ ଡକାୟତୀ । ମାରଣାସ୍ତ୍ର ଦେଖାଇ ଟଙ୍କା, ସୁନା ଲୁଟିନେଲେ ଦୁର୍ବୃତ୍ତ । କଟକ ନୟାସଡକରେ ଥିବା ଆଇଆଇଏଫଏଲ ନାମକ ଫାଇନାନ୍ସ କମ୍ପାନୀରେ ଏହି ଲୁଟ ହୋଇଥିବା ଜଣାପଡିଛି । ତେବେ କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଲୁଟ୍‌ରେ 4  …
ବ୍ରେକିଂ