Browsing Tag

mahatma gandhi

ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି

କଟକ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି  ୧୦୦ ବର୍ଷ ପୂରିଛି  । ପ୍ରଥମଥର ଲାଗି ବାପୁ ୧୯୨୧ ମସିହା ଆଜିର ଦିନରେ କଟକ ଆସିଥିଲେ । କାଠଯୋଡ଼ି ପଠାରେ ସଭା କରିଥିଲେ । ତେବେ ଜୀବନକାଳ ମଧ୍ୟରେ ୧୯୨୧ରୁ ୧୯୪୬ ମଧ୍ୟରେ ବାପୁ ୮ଥର ଓଡ଼ିଶା ଆସିଥିଲେ । ୧୯୨୧ ମାର୍ଚ୍ଚ ୨୩ରୁ…

ଗାନ୍ଧିଜୀଙ୍କ ଆଦର୍ଶ ଆମ ପାଇଁ ଜରୁରୀ: ନବୀନ

ଭୁବନେଶ୍ୱର: ଜାତିର ପିତା ମହତ୍ମାଗାନ୍ଧିଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଓ ଡେଲାଙ୍ଗ ବାସୀଙ୍କ ସହ କଥା ହେବା ବେଳେ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିଛନ୍ତି ନବୀନ। ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି ବର୍ତ୍ତମାନ ସମୟରେ ଆମ ପାଇଁ ଖୁବ ଜରୁରୀ ବୋଲି…

ମହାତ୍ମା ଗାନ୍ଧୀଙ୍କ ୭୩ ତମ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ପୁଣ୍ୟତିଥି । ସାରା ଦେଶ ଆଜିର ଦିନକୁ ଶହୀଦ ଦିବସ ଭାବେ ପାଳନ କରେ । ଆଜିର ଦିନରେ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡସେ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟା ସମ୍ପୂର୍ଣ୍ଣ ଦେଶକୁ ଦୋହଲାଇ ଦେଇଥିଲା । ଏହି ଦିନ…

ମହାଆଡମ୍ବରରେ ପାଳନ ହେବ ଗାନ୍ଧୀଙ୍କ ଓଡିଶା ଆଗମନ ଶତବାର୍ଷିକୀ

ଭୁବନେଶ୍ୱର : ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନ ଶତବାର୍ଷିକୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଯାହା ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି 'ଅହିଂସା' ମନ୍ତ୍ରରେ ଏହା…
ବ୍ରେକିଂ