Browsing Tag

Mayurbhanj

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୂରଭଞ୍ଜ: ନାଳରୁ ଉଦ୍ଧାର ହାଲା ମୃତଦେହ ।  ମୟୂରଭଞ୍ଜ ଜିଲ୍ଲା ବେତନଟୀ ମାଣତ୍ରୀ ମେଳା ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି  । ପଡିଆ ନିକଟରେ ଥିବା ଏକ ନାଳରେ ଯୁବକଙ୍କ ମୃତଦେହଟି ପଡିଥିଲା । ମୃତକଜଣଙ୍କ ଚକ୍ରଧରପୁର ଗାଁର ତପନ ବିନ୍ଧାଣି (୨୦) ବୋଲି ଜଣାପଡିଛି । ତେବେ…

ଜଙ୍ଗଲରେ ନିଆଁ ଲଗାଇ ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା : ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଶିକାରୀ ଗିରଫ । ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଉକ୍ତ ଶିକାରୀଙ୍କୁ କାବୁ କଲା ବନ ବିଭାଗ ଟିମ୍ । ଗିରଫ ଶିକାରୀ ଜଣକ ଅନ୍ତରା ସିଂ ବୋଲି ଜଣାପଡିଛି । ତାଙ୍କ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ…

ଜଙ୍ଗଲରେ ନିଆଁ ଲଗାଇ ଶିକାରୀ ଗିରଫ୍

କରଞ୍ଜିଆ: ଗିରଫ୍ ହେଲା ଶୀକାରୀ । ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଯୁବକକୁ ବନଭିବାଗ ଗିରଫ୍ କରିଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ଗୁଡିଡିହା ସଂରକ୍ଷିତ ଜଙ୍ଗଲରେ ଜଣେ ଯୁବକ  ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର…

୪୫ କିଲୋ ହାତୀ ଦାନ୍ତ ଜବତ, ୨ ବ୍ୟବସାୟୀ ଗିରଫ

ବାରିପଦା: ଜବତ ହେଲା ୪୫ କିଲୋ ହାତୀ ।  ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡକୁ ବଡ଼ ସଫଳତା ମିଳିଛି । ଉଦଳା ଥାନା ଦୁଗ୍ଧା ଗାଁରୁ ବନ ବିଭାଗର ସ୍ବତନ୍ତ୍ର ଟିମ୍ ୪୫ କିଲୋ ହାତୀ ଦାନ୍ତ ଜବତ କରିବା ସହ ଏଥିରେ ସଂପୃକ୍ତ ୨ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଫାଗୁ…

ଇଟାଭାଟି ଗାଡ଼ିଆରେ ପଡ଼ି ୪ବର୍ଷର ଶିଶୁ ପୁତ୍ର ମୃତ

ରାଇରଙ୍ଗପୁର: ଇଟାଭାଟି ଗାଡ଼ିଆରେ ଆଖି ବୁଜିଲା ୪ବର୍ଷର ଶିଶୁ ପୁତ୍ର । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅନ୍ତର୍ଗତ ତେଣ୍ଡରା ପଞ୍ଚାୟତ ଅନ୍ତର୍ଗତ ସାଗଯୋଡି ଗ୍ରାମର ୪ବର୍ଷର ଶିଶୁ ଇଟାଭାଟି ଗାଡ଼ିଆରେ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ସାଗଯୋଡି ଗ୍ରାମର…

କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ୍ , ଘଟଣାସ୍ଥଳରୁ ୨ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଧିନସ୍ଥ ଖପରଖାଇ ଗ୍ରାମରୁ ୧୫ତାରିଖ ରବିବାର ରାତିରେ କାଠ ପଟା ବୋଝେଇ କରି ନେଉଥିବା ଏକ ପିକଅପ ଭ୍ୟାନକୁ ବନ ବିଭାଗ ଜବତ କରିଛି ।ଏହି ଘଟଣା ରେ ଭ୍ୟାନ ଡ୍ରାଇଭର ସମେତ ୨ ଜଣ କୁ ଗିରଫ କରିଛି।ଗିରଫ ୨ ଜଣଙ୍କ ମଧ୍ୟରୁ…

ନିଆଁ ଲାଗି ଆସବାବପତ୍ର ସହ ଜଳିଗଲା ୨ ବଖରା ଘର

ଠାକୁରମୁଣ୍ଡା: ନିଆଁ ଲାଗି ଜଳି ଗଲା ୨ ବଖରା ଘର ।  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତିକିଡିହା ଗାଁର ଭିମ ବିନ୍ଧାଣିଙ୍କ ୨ ବଖରା ଚାଳଛପର ଘରେ ଆଜି ନିଆଁଲାଗି ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଘର ଭିତରେ ଥିବା ୪ ବସ୍ତା ରୁ ଊର୍ଦ୍ଧ୍ବ ଧାନ,…

ଅବକାରୀ ବିଭାଗର ଚଢଉ: ୯ ଶହ କେଜି ପୋଚ ସହ ୩୦ ଲିଟର ମଦ ଜବତ

ଖୁଣ୍ଟା: ୯ଶହ କେଜି ପଚ ସହ ୩୦ ଲିଟର ମଦ ଜବତ୍ କଲା ଅବକାରୀ ବିଭାଗ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ଓ ୩୦ ଲିଟର ମଦ ଜବତ କରାଯାଇଥିବା ଜଣାପଡିଛି । ଖୁଣ୍ଟା ଓ ଏହାର ଆଖପାଖ ଅଞ୍ଚଳରେ ମଦ ବ୍ୟବସାୟ କ୍ରମେ ବୃଦ୍ଧି ପାଉଥିବାକୁ…
ବ୍ରେକିଂ