Browsing Tag

mo bus service

ସପ୍ତାହାନ୍ତ ସଟଡାଉନ ପାଇଁ ନିୟମିତ ରୁଟରେ ମୋ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ଟ୍ୱିନସିଟି କଟକ-ଭୁବନେଶ୍ୱରରେ ମଧ୍ୟ ସଟଡାଉନ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ରହିବ । ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିବ । ଆଉ ଏହାକୁ…

ଶିବଭକ୍ତଙ୍କ ପାଇଁ ସୁବିଧା: ଜାଗର ପାଇଁ ମଧ୍ୟରାତ୍ରୀ ଯାଏଁ ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ଯାଏଁ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ଜାଗର ପାଇଁ ଶିବଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।  ଆସନ୍ତାକାଲି ମହାଶିବରାତ୍ରୀ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଶିବଭକ୍ତମାନଙ୍କ ସୁବିଧା ପାଇଁ ରୁଟ ନଂ ୩୨ ବସ ସେବା ମଧ୍ୟ ରାତ୍ରି ଯାଏଁ I Travel in comfort of #MoBus🚌 to…

ଆସନ୍ତାକାଲି ୨ଟା ଯାଏଁ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ 'ମୋ ବସ୍' ସେବା । କାଲି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ପରଠାରୁ ସ୍ୱାଭାବିକ ଭାବେ ମୋ ବସ୍ ଚଳାଚଳ କରିବ । 📢 NOTICE- In view of 7 hrs #OdishaBandh on 15.02.21…

ଆଜିଠୁ ସବୁ ରୁଟରେ ଚାଲିବ ମୋ ବସ୍

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମୋ ବସ୍ ସେବା ଆଜିଠାରୁ ସ୍ୱାଭାବିକ ହୋଇଛି । ଆଜିଠାରୁ ରାଜ୍ୟର ସବୁ ରୁଟ୍‌ ରେ ମୋ ବସ୍ ଚାଲିବ । କୋଭିଡ୍ ନିୟମ ପାଳନ ସହ ମୋ ବସ୍ ଚଳାଚଳ କରିବ । ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ୨୨ ଟି…
ବ୍ରେକିଂ