Browsing Tag

mumbai

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ସାକ୍ଷୀ କିରଣ ଗୋସାଭି ଗିରଫ

ମୁମ୍ବାଇ : ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମୁମ୍ବାଇ ଡ୍ରଗ୍ସ ମାମଲାର ସାକ୍ଷୀ କିରଣ ଗୋସାଭିଙ୍କୁ ପୋଲିସ ଗିରଫ କରିଛି । ଗୋସାଭି ଗତ କିଛି ଦିନ ଧରି ଫେରାର ଥିଲେ ।  ଗୋସାଭିଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରାଯାଇଛି। ପୁଣେରେ ଗୋସାଭିଙ୍କ ବିରୋଧରେ ଠକେଇ ମାମଲା…

କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲା: ଆର୍ଯ୍ୟନ ଖାନଙ୍କ ଜାମିନ ନିଷ୍ପତ୍ତି ବୁଧବାର

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ ନାହିଁ। ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ ହୋଇଥିବା ଆର୍ଯ୍ୟନ ଖାନ ଏବଂ ଅରବାଜ ବ୍ୟବସାୟୀଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର…

ମୁମ୍ବାଇରେ ଡେଲଟା ପ୍ଲସ୍ ଭାରିଆଣ୍ଟରେ ଜଣଙ୍କର ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ଡେଲଟା ପ୍ଲସ୍ ଭାରିଆଣ୍ଟ କାରଣରୁ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି  । ଡେଲ୍ଟା ପ୍ଲସ ଭାରିଏଣ୍ଟରେ ସଂକ୍ରମିତ ହୋଇ ମୁମ୍ବାଇରେ ଜଣେ ୬୩ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ସରକାର। ସେହିପରି ମହାରାଷ୍ଟ୍ରରେ ଏହା ଦ୍ୱିତୀୟ କେସ୍‌ ।…

ଚଳନ୍ତା ଟ୍ରେନରୁ ଓହ୍ଲାଇଲା ବେଳେ ତଳେ ଖସିପଡ଼ିଲେ ଯାତ୍ରୀ, ଆରପିଏଫ୍‌ ଯବାନ ଜୀବନ ବଞ୍ଚାଇଲେ

ମୁମ୍ବାଇ: ମୁମ୍ବାଇରେ ଜଣେ ଆରପିଏଫ୍‌ ଯବାନଙ୍କ ପାଇଁ ନୂଆ ଜୀବନ ପାଇଲେ ଜଣେ ଯାତ୍ରୀ । ବୋରିଭାଲୀ ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲା ବେଳେ ହଠାତ୍ ତଳେ ଖସିପଡ଼ିଲେ । ତେବେ ବ୍ୟକ୍ତି ଜଣକ ପ୍ଲାଟଫର୍ମ ଏବଂ ଟ୍ରେନ ଫାଙ୍କ ମଝିରେ ଫସି ଯାଉଥିବା ବେଳେ…

ଆଣ୍ଟିଲିଆ ବିସ୍ଫୋରକ ଜବତ ମାମଲାରେ ଆଉ ୨ ଗିରଫ

ନୂଆଦିଲ୍ଲୀ: ଆଣ୍ଟିଲିଆ ବିସ୍ଫୋରକ ଜବତ ମାମଲାରେ ଆଉ ୨ ଗିରଫ । ଦୁଇ ଜଣକୁ ଗିରଫ କଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସନ୍ତୋଷ ଶେଲାର ଏବଂ ଆନନ୍ଦ ଯାଦବ ବୋଲି ଜଣାପଡିଛି । ଚଳିତ ବର୍ଷ ଫେବୃଆରୀରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ…

କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଦିଲ୍ଲୀ ବଜାରରେ ପେଟ୍ରୋଲର ମୂଲ୍ୟ ୨୮ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୯୧.୨୭ ଟଙ୍କା ଥିବାବେଳେ ଡିଜେଲ ମଧ୍ୟ ୩୧ ପଇସା ବୃଦ୍ଧି ପାଇ ଲିଟର ପିଛା…

ଟେଲିଭିଜନ ଅଭିନେତ୍ରୀ ହିନା ଖାନ କରୋନା ସଂକ୍ରମିତ

ମୁମ୍ୱାଇ:  ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି।  ଇନଷ୍ଟାଗ୍ରାମରେ ପୋଷ୍ଟ କରି ହିନା ଖାନ ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ  ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ପିତାଙ୍କୁ…

ମେଡିକାଲରେ ଶଯ୍ୟାର ଅଭାବ ପାଇଁ ସେଲିବ୍ରେଟି ଓ କ୍ରିକେଟର ଦାୟୀ: ମନ୍ତ୍ରୀ ଅସଲମ ଶେଖ

ମୁମ୍ବାଇ: ମହାରାଷ୍ଟ୍ରରେ ହୁହୁ ହୋଇ ବଢିଚାଲିଛି କରୋନା ମହାମାରୀ । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରି ସମୟରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମେଡିକାଲ ଗୁଡିକରେ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଫଳରେ ଗୁରୁତର…

କରୋନାରେ କଂଗ୍ରେସ ବିଧାୟକ ରାଓସାହେବ ଅନ୍ତପୁରକରଙ୍କ ମୃତ୍ୟୁ

ମୁମ୍ବାଇ: କରୋନାରେ କଂଗ୍ରସ ବିଧାୟକଙ୍କ ମୃତ୍ୟୁ । ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଓସାହେବ ଅନ୍ତପୁରକର କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୬୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ରେ…

ବଲିଉଡ ଗାୟକ ବପ୍ପି ଲହରି କରୋନା ସଂକ୍ରମିତ

ମୁମ୍ବାଇ : ବଲିଉଡର କିମ୍ବଦନ୍ତୀ ଗାୟକ ବପ୍ପି ଲହରି କରୋନାରେ ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବପ୍ପି ଲହରିଙ୍କ ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ବପ୍ପି ଦା'ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି ।…
ବ୍ରେକିଂ