Browsing Tag

nandankanan latest

ବଟାନିକାଲ ଗାର୍ଡେନରେ ନିଆଁ: ବିପଦରେ ଶାଗୁଣା ପ୍ରଜନନ କେନ୍ଦ୍ର

ବାରଙ୍ଗ: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ସ୍ଥିତ ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ। ଶାଗୁଣା ପ୍ରଜନନ କେନ୍ଦ୍ରଠାରୁ ମାତ୍ର କିଛି ଦୂରରେ ଜଳୁଛି ସଂରକ୍ଷିତ ଜଙ୍ଗଲ । ଦୀର୍ଘ ଘଣ୍ଟା ଧରି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନାକେଦମ ହୋଇ ପଡିଛି।…

ବାର୍ଡ ଫ୍ଲୁ ଭୟ : ବନ୍ଦ ରହିବ ନନ୍ଦନକାନନର ପକ୍ଷୀ ବିହାର

ଭୁବନେଶ୍ୱର : ମହାମାରୀ କରୋନା ପରେ ଏବେ ଦେଶରେ ଆତଙ୍କ ଖେଳାଇଲାଣି ବାର୍ଡ ଫ୍ଲୁ।  ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଓଡିଶାରେ ବାର୍ଡ ଫ୍ଲୁ ଦେଖା ଯାଇ ନଥିଲେ ମଧ୍ୟ  ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କମୂଳକ ପଦକ୍ଷେପ ନେଇଛନ୍ତି । ବାର୍ଡ ଫ୍ଲୁ ଯେପରି…

ନନ୍ଦନକାନନରେ ମହାବଳ ବାଘୁଣୀର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନରେ ବାଘୁଣୀର ମୃତ୍ୟୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରିର ମହାବଳ ବାଘୁଣୀ ଆନିନ ମଙ୍ଗଳବାର ଅପରାହ୍ନରେ ମୃତ୍ୟୁବରଣ କରିଛି । ଆନିନ୍ ଗତ ଡିସେମ୍ବର ୧୨ ତାରିଖରୁ ଗୁରୁତ୍ତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା। ତାକୁ ରକ୍ତ ହୀନତା ଏବଂ ଫୁସ୍ ଫୁସ୍ ଜନିତ ରୋଗ ଆକ୍ରମଣ…

ନୂଆବର୍ଷରେ ନନ୍ଦନକାନନରେ୧୩ ହଜାର ଟପିଲା ପର୍ଯ୍ୟଟକଙ୍କ ସଂଖ୍ୟା

ବାରଙ୍ଗ: ନୂଆବର୍ଷରେ ନନ୍ଦନକାନନରେ୧୩ ହଜାର ଟପିଲା ପର୍ଯ୍ୟଟକଙ୍କ ସଂଖ୍ୟା ।  କୋଭିଡ କଟକଣା କୋହଳ ପରେ ନୂଆ ବର୍ଷରେ ସର୍ବାଧିକ ପର୍ଯ୍ୟଟକଙ୍କ ନନ୍ଦନକାନନ ଆଗମନ ହୋଇଥିବା ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ। ଆଜି ମୋଟ ୧୨,୪୩୯ ଜଣ ପର୍ଯ୍ୟଟକ ନନ୍ଦନକାନନର ଚିଡ଼ିଆଖାନା ଏବଂ ୧୨୨୯ ଜଣ ପର୍ଯ୍ୟଟକ…

ବଦଳିବ ନନ୍ଦନକାନନ ରୂପରେଖ, ୬୦୦ କୋଟି ଟଙ୍କା ର ମାଷ୍ଟର ପ୍ଲାନ ପ୍ରସ୍ତୁତ

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଦଳିବ ନନ୍ଦନକାନନର ରୂପରେଖ। ୨୦ ବର୍ଷ ଭିତରେ ନନ୍ଦନକାନନ ର କଳେବର ବୃଦ୍ଧି ପାଇବ। ଏଥିପାଇଁ ୬୦୦ କୋଟି ଟଙ୍କା ର ମାଷ୍ଟର ପ୍ଲାନ କରାଯାଇଛି। ୬୧ ତମ ପ୍ରତିଷ୍ଠା ଦିବସରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…
ବ୍ରେକିଂ