ଆଇଆଇଏଫଏଲ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଅଟକ
କଟକ : କଟକ ନୟାସଡକ ଆଇଆଇଏଫଏଲ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଲୁଟ୍ ଘଟଣାର ସୂତ୍ରଧାର ସେହି କମ୍ପାନୀର କର୍ମଚାରୀ ଥିଲେ । ଏହି ଲୁଟ୍ ରେ ତାକୁ ଅନ୍ୟ 2 ଜଣ ସହାୟତା…