Browsing Tag

odisha assembly

ବିଧାନସଭାର ବଜେଟ ଅଧିବେଶନ ଶେଷ

 ଭୁବନେଶ୍ୱର: ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଏହି ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୬ଟି ବୈଠକ ବସିଥିଲା । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବଜେଟ୍‌ ଅଧିବେଶନ । ଫେବ୍ରୁଆରୀ ୧୮ରୁ ପ୍ରଥମ…

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ବିଷ୍ଣୁଚରଣ ସେଠୀ ଓ ମୋହନ ମାଝୀ ସସପେଣ୍ଡ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଚପଲ, ଇୟରଫୋନ ଫିଙ୍ଗିବା ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ୩ ବିଧାୟକଙ୍କୁ ଚଳିତ ଅଧିବେସନରୁ ସସପେଣ୍ଡ କରାଯାଇଛି। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀ , ଉପନେତା ବିଷ୍ଣୁଚରଣ ସେଠୀଙ୍କୁ ସସପେଣ୍ଡ କରାଯାଇଛି ।…

ବିଧାନସଭାରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ

ଭୁବନେଶ୍ୱର:  ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୋଡିୟମ୍ ଉପରକୁ ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ଏହା ବ୍ୟତୀତ ସେମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଜଣାପଡିଛି । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ…

ବାଚସ୍ପତି ପୁଣିଥରେ ସର୍ବଦଳୀୟ ବୈଠକ ଡାକିଲେ

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୁଣିଥରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ସୀମା ବିବାଦ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଦାବି ଜୋର ହେବାଯୋଗୁଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିବା ଜଣାପଡିଛି  । ସୀମା ବିବାଦ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଆଜି ବିଧାନସଭାରେ ବିରୋଧ…

ରାଜ୍ୟରେ ଖୋଲିବ ୧୫୬୭ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର । ବିଧାନସଭା ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏନେଇ ସୂଚନା ଦେଇଛନ୍ତି । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜ୍ୟରେ ୬୨ହଜାର…

ବେକାରୀ ସମସ୍ୟା ପ୍ରସଙ୍ଗରେ ଗୃହରେ ଶାସକ ଦଳକୁ ବିରୋଧି ଘେରିଲେ

 ଭୁବନେଶ୍ୱର: ଓଡିଶାରେ ବେକାରୀ ସଂଖ୍ୟା ସୀମା ଟପିବା ଓ ସରକାରଙ୍କ ଦକ୍ଷତା ବିକାଶ ଅର୍ଥ ପାଣିରେ ପଡିବା ପ୍ରସଙ୍ଗକୁ ନେଇ ଆଜି ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିବା ମୋହନ ଚରଣ ମାଝୀ, ମୁକେଶ ମହାଲିଂଗ, ସନ୍ତୋଷ ସିଂ ସାଲୁଜା…

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବିଧାନସଭାରେ ପାରିତ

ଭୁବନେଶ୍ୱର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର…

ପୁଣି ଗୃହକୁ ଅଚଳାବସ୍ଥା ଫେରିଲା: ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ହୋଇ ବିଜେପିର କକ୍ଷତ୍ୟାଗ

ଭୁବନେଶ୍ୱର: ଗତ ୬ ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସ୍ଵାଭାବିକ ହେବ ବୋଲି ଆଶା କରାଯାଉଥିଲା । ୬ ଦିନ ପରେ ଶୁକ୍ରବାର ପ୍ରଶ୍ନକାଳରେ ଆଲୋଚନା ହେଲା । ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଧାନ କିଣା ନେଇ…

କାଲିଠୁ ବିଧାନସଭା ସ୍ୱଭାବିକ ହେବ: ବାଚସ୍ପତି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ବିଧାନସଭା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆସନ୍ତାକାଲି ୧୧ଟା ୩୦ ମିନିଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଣ୍ଡିରୁ…

ଆଜି ବି ବିଧାନସଭାରେ ଅଚଳାବସ୍ଥା ଜାରି, ଲଗାତାର ଷଷ୍ଠ ଦିନ ଗୃହ ଆରମ୍ଭରୁ ମୁଲତବି

ଭୁବନେଶ୍ୱର : ଆଜି ବି ଗୃହରେ ଅଚଳାବସ୍ଥା ଜାରି ରହିଛି  । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ପ୍ରତିବାଦ କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ…
ବ୍ରେକିଂ