Browsing Tag

odisha government

୩ ବର୍ଷ ପାଇଁ ଓଡ଼ିଶା ଭାରତୀୟ ରଗବି ଦଳର ପ୍ରାୟୋଜକ

ଭୁବନେଶ୍ୱର: ଭାରତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷର କରିଛନ୍ତି ଉଭୟ ରାଜ୍ୟ ସରକାର ଓ କିଟ୍‌ । ରାଜ୍ୟ ସରକାର…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୧ଲକ୍ଷ ନୂଆ ହିତାଧିକାରୀ ସାମିଲ ହେବେ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ୨୧ଲକ୍ଷ ନୂଆ ହିତାଧିକାରୀ । ରାଜ୍ୟର ୯୨.୫ ଲକ୍ଷ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଯୋଗାଇଦିଆଯିବ ସ୍ମାର୍ଟ କାର୍ଡ । ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟର ସବୁ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ

ଭୁବନେଶ୍ୱର: ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ପାଠପଢା ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି  । ଏଥିସହିତ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ ବୋଲି ମଧ୍ୟ ଗଣଶିକ୍ଷା ବିଭାଗ କହିଛି । ସେହିପରି ଶ୍ରେଣୀ ଗୃହରେ କଡ଼ାକଡ଼ି ଭାବେ…

ରାଜ୍ୟରେ ମେଡିକାଲ କଲେଜ ଖୋଲିବା ପାଇଁ ଡିଏମଇଟିଙ୍କୁ ଏସିଏସଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗ୍ରାଫ ଧିରେ ଧିରେ ତଳମୁହାଁ ହେଉଛି । ଏପରି ସ୍ଥିତିରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବନ୍ଦ ପଡିଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ଡିଏମଇଟିଙ୍କୁ ଚିଠି ଲେଖିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଗାଇଡଲାଇନ୍…

ରାଜ୍ୟର ପ୍ରାୟ ୪ହଜାର ପଡ଼ା ରାଜସ୍ୱ ଗାଁର ମାନ୍ୟତା ପାଇବ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କଲେ ରାଜସ୍ୱ ସଚିବ । ପଡାରୁ ଗାଁ ହେବା ଲାଗି  ଗାଇଡଲାଇନ ଧାର୍ଯ୍ୟ କଲେ ରାଜ୍ୟ ସରକାର । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ…

ଆସନ୍ତା ୨୬ ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ କୋହଳ କରାଯାଇଛି । ତେଣୁ  ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି  । ଦଶମ ଓ ଦ୍ବାଦଶ…

ରାଜ୍ୟ ସରକାର ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ଏହାକୁ ନଜର ରଖି କଟକଣାକୁ କୋହଳ କରାଯିବ ସହ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର ।  ତେଣୁ ରାଜ୍ୟ ସରକାର ଆଜି ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଛନ୍ତି। ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ…

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍, ସାରା ରାଜ୍ୟରେ ବସ୍ ଚଳାଚଳ ହେବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ମାମଲା ଟିକେ ଅଧିକା ଅଛି  । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

ଜୁଲାଇ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍‌ ଅବଧି ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍‌ ଅବଧି ବୃଦ୍ଧି । ଜୁଲାଇ ଗାଇଡଲାଇନ୍‌ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ଖୋଲିବ। ରାଜ୍ୟରେ କରୋନା…

ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା କେନ୍ଦ୍ର ଘୋଷଣା କରିବ

ଭୁବନେଶ୍ୱର:  ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ବଡ଼ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା ଘୋଷଣା କରିବ କେନ୍ଦ୍ର ସରକାର । ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ରହିଛି ବୋଲି  …
ବ୍ରେକିଂ