Browsing Tag

odisha latest news

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ମିରଟ : ଉତ୍ତରପ୍ରଦେଶର ମିରଟରେ ପୁଣି ଲଜ୍ଜ୍ୟା ଜନକ ଘଟଣା ଘଟିଛି । ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ ଓ ପରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ତେବେ ଏହାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଉଥିବା ବେଳେ ଛାତ୍ରୀ ଜଣକ…

ବିନା ଅନୁମତିରେ କାଳିଆ ଦର୍ଶନ କରି ନିଲମ୍ବିତ ହେଲେ ୪ ଏଏନଏମ

ପୁରୀ : ବିନା ଅନୁମତିରେ କାଳିଆ ଦର୍ଶନ କରିବା ପଡିଲା ମହଙ୍ଗା । ଚାକିରୀରୁ ନିଲମ୍ବିତ ହେଲେ ୪ ଏଏନଏମ । ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ଵରେ ଥିବା ୪ ଏଏନଏମ କର୍ମୀ ବିନା ଅନୁମତିରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।  ଫଳରେ ପୁରୀ ସିଡିଏମଓ ସେମାନଙ୍କୁ ନିଲମ୍ବନ କରିଥିବା ଜଣାପଡିଛି…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପୋଲିସ ଏବଂ  ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ,…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଖସିଲା ୧୩ ବଗି

କୋରାପୁଟ : କୋରାପୁଟ ଜରଟି ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।  ଲୁହାପଥର ବୋଝେଇ  ମାଲବାହୀ ଟ୍ରେନଟି ଜଗଦଳପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ଏହି ସମୟରେ  ଟ୍ରେନର ୧୩ ଟି ବଗି ଲାଇନଚ୍ୟୁତ ହୋଇଛି । ଏନେଇ କୋରାପୁଟ ଷ୍ଟେସନ ମାଷ୍ଟର ସୂଚନା…

୩୦ରେ ପୁଣି ବୈଠକ ପାଇଁ ଚାଷୀଙ୍କୁ ଡାକିଲେ ସରକାର

ନୂଆଦିଲ୍ଲୀ: ଥମୁନି ଚାଷୀ ଆନ୍ଦୋଳନ। ବାରମ୍ବାର ଆଲୋଚନା ପରେ ମଧ୍ୟ ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ଅସଫଳ କେନ୍ଦ୍ର ସରାକର । ଡିସେମ୍ବର ୩୦ରେ ପୁଣି ଥରେ ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି କେନ୍ଦ୍ର ସରକାର। ଦିନ ୨ଟା ବେଳେ ଦିଲ୍ଲୀ ବିଜ୍ଞାନ ଭବନରେ ଚାଷୀ ଓ ସରକାରଙ୍କ ଭିତରେ ଆଲୋଚନା…

ଦେଶରେ କମୁଛି କରୋନା ସଂକ୍ରମଣ, ୨୪ଘଣ୍ଟାରେ ୩୧,୫୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବୁଧବାର ତୂଳନାରେ ଗୁରୁବାର ସାମାନ୍ୟ ହ୍ରାସ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୧,୫୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍‌ କ୍ରମାଗତ ଭାବେ ୪ଲକ୍ଷ ତଳେ ରହିଛି । କେନ୍ଦ୍ରୀୟ…

୨୪ ଘଣ୍ଟା ରାଜ୍ୟରେ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ରାଜ୍ୟରେ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୨୯ ଜଣ ସଂଗରୋଧରେ ଥିବା ବେଳେ ୧୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଆନ୍ଦୋଳନରତ କୃଷକଙ୍କୁ ଶୀତ ପୋଷାକ ପାଇଁ ୧କୋଟି ଦାନ କଲେ ଦିଲଜିତ୍

ନୂଆଦିଲ୍ଲୀ : ଆନ୍ଦୋଳନରତ କୃଷକମାନଙ୍କୁ ସହାୟତା କରିବା ପାଇଁ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ ଶନିବାର ସିଙ୍ଘୁ ସୀମାରେ ପହଞ୍ଚିଥିଲେ। କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏବେ ସେମାନଙ୍କୁ ହାଡ଼ଭଙ୍ଗା ଶୀତରୁ ରକ୍ଷା ଦେବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦେଇଛନ୍ତି । ଏହି…

ଧାନ ବିଲରୁ ଠାବ ହେଲା ନର କଙ୍କାଳ

ବ୍ରହ୍ମପୁର : ଧାନ ବିଲରୁ ଠାବ ହେଲା ନର କଙ୍କାଳ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ନିକଟସ୍ଥ ଏକ ଧାନ ବିଲ ଭିତରୁ ଏହି ନର କଙ୍କାଳ ଠାବ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ ଜମିରେ ଲୋକମାନେ ଧାନ କାଟୁଥିବା ବେଳେ ଏକ ନର କଙ୍କାଳଟି ପଡ଼ିଥିବା…

୨୪ ଘଣ୍ଟାରେ ଦେଶରେ ୩୬୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ

ନୂଆଦିଲ୍ଲୀ : ଦେଶରେ ୯୬ ଲକ୍ଷ ପାର କରିଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ଶନିବାର ତୁଳନାରେ ରବିବାର ଦିନ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୬ହଜାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…
ବ୍ରେକିଂ