କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : କୋଭିଡ୍ ଦାୟିତ୍ୱରେ ଥାଇ କାର୍ଯ୍ୟରେ ଯୋଗ ନଦେଲେ ଡାକ୍ତରଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଡିଏମଇଟି ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି । ଯେଉଁ ଡାକ୍ତରମାନେ କୋଭିଡ ଦାୟିତ୍ୱରେ ଥାଇ ଅନୁପସ୍ଥିତ ଅଛନ୍ତି ସେମାନଙ୍କୁ ତୁରନ୍ତ…